ଡାର୍କ ୱେବ

ଉଇକିପିଡ଼ିଆ‌ରୁ

ଡାର୍କ ୱେବ ହେଉଛି ୱାର୍ଲଡ଼ ୱାଇଡ଼ ୱେବର ଏପରି ଏକ ଅଂଶ ଯାହା ଡାର୍କ ନେଟରେ ପରିଚାଳିତ ହୋଇଥାଏ । ଡାର୍କ ୱେବରେ ଥିବା ତଥ୍ୟକୁ ହାସିଲ କରିବା ପାଇଁ କିଛି ବିଶେଷ ସଫ୍ଟୱେର ଏବଂ ପ୍ରଣାଳୀ ଆବଶ୍ୟକ ।[୧][୨] ଡାର୍କ ୱେବ ଡିପ ୱେବର ଏକ ଛୋଟ ଅଂଶ ପ୍ରସ୍ତୁତ କରିଥାଏ । ଡ଼ିପ ୱେବ ଇଣ୍ଟରନେଟର ଏପରି ଏକ ଅଂଶ ଯାହା କି ସନ୍ଧାନୀ ସଫ୍ଟୱେୟାରଦ୍ୱାରା ଈଂଡେ଼କ୍ସ ହୋଇ ନଥାଏ । ଡାର୍କ ୱେବ ଏବଂ ଡ଼ିପ ୱେବ ଏକା ପ୍ରକାରର ଲାଗୁ ଥିଲେ ମଧ୍ୟ ସେମାନଙ୍କୁ ସମାନ ବୋଲି ଭାବିନେବା ଠିକ ନୁହେଁ ।[୩][୪][୫][୬][୭]

ଡାର୍କ ୱେବକୁ ଧାରଣ କରୁଥିବା ଡାର୍କ ନେଟ କେତେକ ପୀୟର ଟୁ ପୀୟର ନେଟୱର୍କ ଏବଂ ଟୋର, ଆଇ ଟୁ ପି ଭଳି ନେଟୱର୍କକୁ ନେଇ ପ୍ରସ୍ତୁତ ହୋଇ ଥାଏ । ଏନକ୍ରିପ୍ସନ ନଥିବାରୁ ଡାର୍କ ନେଟକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ, ସାଧାରଣ ୱେବକୁ କ୍ଲିୟରନେଟ ବୋଲି ମଧ୍ୟ କହିଥାନ୍ତି ।

ଆଧାର[ସମ୍ପାଦନା]

  1. Greenberg, Andy (19 November 2014). Wired https://www.wired.com/2014/11/hacker-lexicon-whats-dark-web/. Retrieved 27 August 2015. {{cite news}}: Missing or empty |title= (help); Unknown parameter |le= ignored (help)
  2. Egan, Matt (12 January 2015). "What is the dark web? How to access the dark website – How to turn out the lights and access the dark web (and why you might want to)". Retrieved 18 June 2015.
  3. Solomon, Jane (6 May 2015). "The Deep Web vs. The dark web". Retrieved 26 May 2015.
  4. Greenberg, Andy (19 November 2014). "Hacker Lexicon: What Is the dark web?". Wired. Retrieved 6 June 2015."Clearing Up Confusion – Deep Web vs. dark web". BrightPlanet. Archived from the original on 2015-05-16. Retrieved 2017-08-23.
  5. NPR Staff (25 May 2014). "Going Dark: The Internet Behind The Internet". Retrieved 29 May 2015.
  6. The dark web Revealed. Popular Science. . pages 20–21
  7. Greenberg, Andy (19 November 2014). "Hacker Lexicon: What Is the dark web?". Wired. Retrieved 6 June 2015.