ରକ୍‌ଷ୍ଟାର୍

ଉଇକିପିଡ଼ିଆ‌ରୁ
ରକ୍‌ଷ୍ଟାର୍
ନିର୍ଦ୍ଦେଶକକୁମାର ସରୋଜ
ପ୍ରଯୋଜକମନୋରଞ୍ଜନ ପାଲ୍
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟକୁମାର ସରୋଜ
କାହାଣୀକୁମାର ସରୋଜ
କଳାକାରବୁଲୁ
ପୁନମ ମିଶ୍ର
ପ୍ରଜ୍ଞା ଖଟୁଆ
ପୁଷ୍ପା ପଣ୍ଡା
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୨୨ ମଇ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ରକ୍‌ଷ୍ଟାର୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ମନୋରଞ୍ଜନ ପାଲ୍ । ମନୋରଞ୍ଜନ ଫିଲ୍ମସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । କୁମାର ସରୋଜ ଏହି ଚଳଚ୍ଚିତ୍ରଟି କାହାଣୀ ଲେଖିଥିଲେ ଏବଂ ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ । ସରୋଜ ମଧ୍ୟ କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩] ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବୁଲୁ ଏବଂ ନାୟିକା ପୁନମ ମିଶ୍ର ।[୪] ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୨ ମଇ ୨୦୧୫ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।[୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ରକ୍‌ଷ୍ଟାର" 
2."ସାଥିରେ ନିଃଶ୍ୱାସରେ ତୋର" 
3."ୱାଟ୍ ସାଲ୍ ଆଇ ଡୁ" 
4."ଅଙ୍ଗ୍ରେଜୀ ବିଟ୍‌ରେ" 
5."ଲାଗିଲା ମନରେ" 
6."ଏଇ ଦୁନିଆ" 
7."ମତେ ରୋମିଓ ବୟ୍ କରିଚ" 
8."ପଙ୍ଗା ନାହିଁ" 

ଆଧାର[ସମ୍ପାଦନା]

  1. "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
  2. "ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.{{cite news}}: CS1 maint: unrecognized language (link)
  3. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  4. ୪.୦ ୪.୧ "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
  5. ୫.୦ ୫.୧ "Rockstar Oriya Movie Songs, Videos, Wallpapers". Incredible Orisssa. 22 May 2015. Retrieved 22 August 2017.

ବାହାର ଆଧାର[ସମ୍ପାଦନା]