ଚୁପ୍ ଚୁପ୍ ଚୋରି ଚୋରି

ଉଇକିପିଡ଼ିଆ‌ରୁ
ଚୁପ ଚୁପ ଚୋରି ଚୋରି
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପଶ୍ରୀକାନ୍ତ ଗୌତମ
କଳାକାରଅଭିଷେକ ରଥ, ରିୟା ଦେ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୧୮ ମାର୍ଚ୍ଚ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଚୁପ ଚୁପ ଚୋରି ଚୋରି, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ । ଏହି ଚଳଚ୍ଚିତ୍ରଟି ସାର୍ଥକ ସିନେ ପ୍ରଡକ୍ସନର ୧୭ତମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକର ରଚନା କରିଥିଲେ ଶ୍ରୀକାନ୍ତ ଗୌତମମନ୍ମଥ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅଭିଷେକ ରଥ ଏବଂ ନାୟିକା ରିୟା ଦେ[୨] । ରିୟା ପ୍ରଥମ ଥର ପାଇଁ ଅଭିଷେକଙ୍କ ସ‌ହ ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୩] ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ସୌରିନ ଭଟ୍ଟ, ନିବେଦିତା ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

All lyrics written by ଶ୍ରୀକାନ୍ତ ଗୌତମ.

କ୍ରମଗୀତଗାୟକସମୟ
1."ଚୁପ ଚୁପ ଚୋରି ଚୋରି"ନିବେଦିତା, ସୌରିନ ଭଟ୍ଟ୦୪:୨୨
2."ଶ୍ରାବଣୀ ତୁ ମୋ ପାଇଁ" ୦୫:୪୩
3."ତୋ ରୂପରେ କି ଯାଦୁ" ୦୫:୦୦
4."ଭଲ ପାଏ ବୋଲି" ୦୪:୫୯
5."ଝରାନା ଝରାନା ଲୁହ" ୦୪:୪୦
6."ମାଳ ମାଳ ମେଘରେ" ୦୨:୩୬

ଆଧାର[ସମ୍ପାଦନା]

  1. "Chup Chup Chori Chori". Odia Movie Database. Archived from the original on 6 August 2017. Retrieved 3 August 2017.
  2. "ଓଲିଉଡର ହଟ୍‌ ନାୟିକା ରୀୟା ଏବେ କେଉଁଠି?". ସମ୍ବାଦ. 5 Novemer 2016. Retrieved 3 August 2017. {{cite news}}: Check date values in: |date= (help)[permanent dead link]
  3. "ଫେରିପାଇଥିଲେ ପୁରୁଣା ପ୍ରେମିକଙ୍କୁ ଏଇ ଓଲିଉଡ୍‌ ନାୟିକା". ସମ୍ବାଦ. 21 December 2016. Archived from the original on 23 December 2016. Retrieved 3 August 2017.
  4. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  5. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.

ବାହାର ଆଧାର[ସମ୍ପାଦନା]