କ୍ଲୋମିଫିନ

ଉଇକିପିଡ଼ିଆ‌ରୁ
କ୍ଲୋମିଫିନ
Clinical data
Trade namesClomid, others
AHFS/Drugs.commonograph
Pregnancy
category
  • AU: B3
  • US: X (Contraindicated)
Routes of
administration
by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityHigh (>90%)
Metabolismliver (with enterohepatic circulation)
Elimination half-life5-7 days
Excretionmainly kidney, some biliary
Identifiers
  • (E,Z)-2-(4-(2-chloro-1,2-diphenylethenyl)
    phenoxy)-N,N-diethyl-ethanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.011.826 Edit this at Wikidata
Chemical and physical data
FormulaC26H28ClNO
Molar mass406 or 598.10 g/mol (with citrate)
3D model (JSmol)
  • Cl/C(c1ccccc1)=C(/c2ccc(OCCN(CC)CC)cc2)c3ccccc3
  • InChI=1S/C26H28ClNO/c1-3-28(4-2)19-20-29-24-17-15-22(16-18-24)25(21-11-7-5-8-12-21)26(27)23-13-9-6-10-14-23/h5-18H,3-4,19-20H2,1-2H3 checkY
  • Key:GKIRPKYJQBWNGO-UHFFFAOYSA-N checkY
 ☒NcheckY (what is this?)  (verify)

କ୍ଲୋମିଫିନ (ଇଂରାଜୀ ଭାଷାରେ Clomifene, ଅନ୍ୟ ପ୍ରକାର ଲେଖାଯାଏ clomiphene) ଏକ ଔଷଧ ଯାହା ଡିମ୍ବକ୍ଷରଣ ନହେବା (do not ovulate) ଯୋଗୁ ବନ୍ଧ୍ୟା (infertility) ହୋଇଥିବା ମହିଳାଙ୍କର ଚିକିତ୍ସାରେ ଦିଆଯାଏ । ବିଶେଷତଃ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ (polycystic ovary syndrome ଥିଲେ ଏହି ଔଷଧ ଦିଆଯାଏ । ଏହା ଯୋଗୁ ଯାଆଁଳା (twins) ପିଲା ହେବା ସଂଭାବନା ଅଧିକ ଥାଏ । ଦିନ‌କୁ ଥରେ ଏହି ଔଷଧ ପାଟିରେ ଦିଆଯାଏ । [୧]

କ୍ଲୋମିଫିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଲଭିସ ବା ଶ୍ରୋଣୀ ଯନ୍ତ୍ରଣା (pelvic pain) ଓ ହଟ ଫ୍ଲସ (hot flushes) ହୋଇପାରେ ।[୧] ଆଉ ମଧ୍ୟ ଦୃଷ୍ଟି ପରିବର୍ତ୍ତନ, ବାନ୍ତି, ନିଦ୍ରା ସମସ୍ୟା, ଓଭାରି କର୍କଟବାତ (seizures) ମଧ୍ୟ ହୋଇପାରେ ।[୨][୧] ଯକୃତ ରୋଗ liver diseaseଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୨] ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator) ବା (ଏସଇଆରଏମ/SERM) ଶ୍ରେଣୀର କ୍ଲୋମିଫିନ ଏକ ଔଷଧ ।[୩] ଏହି ଔଷଧଦ୍ୱାରା ହାଇପୋଥାଲାମସରୁ (hypothalamus) ଗୋନାଡୋଟ୍ରଫିନ (gonadotrophin) କ୍ଷରଣ ହୁଏ ଓ ଏହାଦ୍ୱାରା ଔଷଧ କାର୍ଯ୍ୟକ୍ଷମ ହୁଏ ।[୨]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୭ରେ କ୍ଲୋମିଫିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୨.୦୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ୪.୮୦ ଆମେରିକୀୟ ଡଲାର ।[୬] ସ‌ହାୟକ ପ୍ରଜନନ ପ୍ର‌ଯୁକ୍ତି (assisted reproductive technology) କାଳରେ ଏହାର ପ୍ରୟୋଗ ଆରମ୍ଭ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Clomiphene Citrate". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 385–386. ISBN 9789241547659. Retrieved 8 December 2016.
  3. Ghumman, Surveen (2015). Principles and Practice of Controlled Ovarian Stimulation in ART (in ଇଂରାଜୀ). Springer. p. 65. ISBN 9788132216865.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Clomifene". International Drug Price Indicator Guide. Retrieved 8 December 2016.[permanent dead link]
  6. "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 26 December 2016.
  7. Dickey, RP; Holtkamp, DE (1996). "Development, pharmacology and clinical experience with clomiphene citrate" (PDF). Human Reproduction Update. 2 (6): 483–506. doi:10.1093/humupd/2.6.483. PMID 9111183.