ଡାକ୍ଟିନୋମାଇସିନ

ଉଇକିପିଡ଼ିଆ‌ରୁ
ଡାକ୍ଟିନୋମାଇସିନ
Clinical data
Trade namesCosmegen
SynonymsActinomycin D
2-Amino- 4,6-dimethyl- 3-oxo- 3H-phenoxazine- 1,9-dicarboxylic acid bis- [(5,12-diisopropyl- 9,13,16-trimethyl- 4,7,11,14,17-pentaoxo- hexadecahydro- 10-oxa- 3a,6,13,16-tetraaza- cyclopentacyclohexadecen- 8-yl)- amide]
AHFS/Drugs.commonograph
MedlinePlusa682224
Pregnancy
category
  • AU: D
  • US: D (Evidence of risk)
Routes of
administration
IV
ATC code
Legal status
Legal status
Pharmacokinetic data
Protein binding5%
Elimination half-life36 hours
Identifiers
  • 2-Amino-N,N′- bis[(6S,9R,10S,13R,18aS)-6,13-diisopropyl-2,5,9-trimethyl-1,4,7,11,14-pentaoxohexadecahydro-1H-pyrrolo[2,1-i][1,4,7,10,13]oxatetraazacyclohexadecin-10-yl]-4,6-dimethyl-3-oxo-3H-phenoxazine-1,9-dicarboxamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.058 Edit this at Wikidata
Chemical and physical data
FormulaC62H86N12O16
Molar mass1255.42 g/mol
  • InChI=1S/C62H86N12O16/c1-27(2)42-59(84)73-23-17-19-36(73)57(82)69(13)25-38(75)71(15)48(29(5)6)61(86)88-33(11)44(55(80)65-42)67-53(78)35-22-21-31(9)51-46(35)64-47-40(41(63)50(77)32(10)52(47)90-51)54(79)68-45-34(12)89-62(87)49(30(7)8)72(16)39(76)26-70(14)58(83)37-20-18-24-74(37)60(85)43(28(3)4)66-56(45)81/h21-22,27-30,33-34,36-37,42-45,48-49H,17-20,23-26,63H2,1-16H3,(H,65,80)(H,66,81)(H,67,78)(H,68,79)/t33-,34-,36+,37+,42-,43-,44+,45+,48+,49+/m1/s1 checkY
  • Key:RJURFGZVJUQBHK-IIXSONLDSA-N checkY
 ☒NcheckY (what is this?)  (verify)

ଡାକ୍ଟିନୋମାଇସିନ (ଇଂରାଜୀ ଭାଷାରେ Dactinomycin, ଅନ୍ୟ ନାମ ଆକ୍ଟିନୋମାଇସିନ/actinomycin D) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହି କର୍କଟ ରୋଗମାନଙ୍କର ନାମ ଯଥାକ୍ରମେ ଉଇମସ୍ ଟ୍ୟୁମର (Wilms tumor, ରାବ୍‌ଡୋମାୟୋସାର୍କୋମା (rhabdomyosarcoma), ଇଉଇଙ୍ଗସ୍ ସାର୍କୋମା (Ewing's sarcoma, ଟ୍ରଫୋବ୍ଲାସ୍ଟିକ ନିଓପ୍ଲାଜ୍ମ (trophoblastic neoplasm, ଟେସ୍ଟିକୁଲାର କର୍କଟ (testicular cancer), ଓ କେତେକ ପ୍ରକାରର ଓଭାରି କର୍କଟ (ovarian cancer) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ଔଷଧ ନେଉଥିବା ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ବାନ୍ତି, ପାଟି ଘାଆ, କେଶହାନୀ, ଯକୃତ ସମସ୍ୟା (liver problems), ସଂକ୍ରମଣ ଓ ମାଂସପେଶୀ ଯନ୍ତ୍ରଣା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ନେଲେ ଶିଶୁର ହାନୀ କରାଇପାରେ ।[୨] ଆରଏନଏ (RNA) ସୃଷ୍ଟିକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୬୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡାକ୍ଟିନୋମାଇସିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ ମା:ଗ୍ରା ଭାଏଲର କ୍ରୟ ମୂଲ୍ୟ ୨୪.୭୩ ଆମେରିକୀୟ ଡଲାର ।[୪] ଏହି ଔଷଧ ସ୍ଟ୍ରେପ୍ଟୋମାଇସେସ ପାର୍ଭୁଲସ (Streptomyces parvullus) ଜୀବାଣୁରୁ (bacteria) ପ୍ରସ୍ତୁତ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dactinomycin". The American Society of Health-System Pharmacists. Retrieved 8 December 2016.
  2. British national formulary : BNF 69 (69 ed.). British Medical Association. 2015. p. 582. ISBN 9780857111562.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Dactinomycin". International Drug Price Indicator Guide. Retrieved 8 December 2016.[permanent dead link]