୨୦୧୭ର ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

ଓଡ଼ିଆ କଥାଚିତ୍ର ଜଗତରେ ୨୦୧୭ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] [୨]

'୨୦୧୭'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]

ନାମ ନିର୍ଦ୍ଦେଶକ ଅଭିନେତା ମୁକ୍ତିଲାଭ ତାରିଖ
୨୦୧୭
ଗଡ୍‌ଫାଦର୍ ରମେଶ ରାଉତ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମନୋଜ ମିଶ୍ର, ମୀନକେତନ ୧ ଜାନୁଆରୀ
ନିଝୁମ ରାତିର ସାଥୀ ସଞ୍ଜୟ ନାୟକ ଜ୍ୟୋତି, ତମନ୍ନା ୧ ଜାନୁଆରୀ
ତମକୁ ଦେଖିଲା ପରେ ଚନ୍ଦନ ମହାପାତ୍ର ସମ୍ବିତ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ, ମିହିର ଦାସ ୧୩ ଜାନୁଆରୀ
ଦିଲ୍ ଦିୱାନା ହେଇଗଲା ସୁଧାଂଶୁ ମୋହନ ସାହୁ ବାବୁଶାନ୍, ଶୀତଲ ପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି ୧୩ ଜାନୁଆରୀ
ଦିଲ୍ କା ରାଜା ଦୀଲିପ ପଣ୍ଡା ଜ୍ୟୋତି, ପିଙ୍କି, ଦୀପିକା, ମିହିର ଦାସ, ଉତ୍ତମ ମହାନ୍ତି, ପପୁ ପମ ପମ ୧୦ ଫେବୃଆରୀ
ଦି ଏଣ୍ଡ୍ ଟି. ଗଣେଶ ଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର ୧୦ ଫେବୃଆରୀ
କଥାଦେଲି ମଥା ଛୁଇଁ ଶୈଳେନ୍ଦ୍ର ଅଭିଶେଖ, ରିୟା ଦେ, ଅମନ, ପ‌ପୁ ପମ ପମ ୨୩ ଫେବୃଆରୀ
ଆଖି ଖୋଲିଲେ ତୁ ତୁ ହି ତୁ ସରୋଜ ମହାପାତ୍ର ଦୀପକ, ସୂର୍ଯ୍ୟମୟୀ, ନମ୍ରତା, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ମୀନକେତନ ୧୭ ମାର୍ଚ୍ଚ
ସୀତାରାମଙ୍କ ବାହାଘର କଳିଯୁଗରେ ଜି.ଏନ୍.ଏସ୍. ପ୍ରସାଦ ସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲ‌ୱାର, ବିଜୟ ମହାନ୍ତି, ଅନିତା ଦାସ ୩୧ ମାର୍ଚ୍ଚ
ତୁ ମୋ ଲଭ୍ ଷ୍ଟୋରୀ ତାପସ ସରଘରିଆ ସ୍ୱରାଜ ବାରିକ, ଭୂମିକା ଦାଶ, ମିହିର ଦାସ, ଦେବାଶିଷ, ମନୋଜ ମିଶ୍ର ୭ ଅପ୍ରେଲ
ଟପୋରି ବିଶ୍ୱଜିତ ପଣ୍ଡା ଅର୍ଦ୍ଧେନ୍ଧୁ, ଅନ୍ୱେଶା, ମିହିର ଦାସ, ଗୁଡୁ ୧୩ ଅପ୍ରେଲ
ଟିକେ ଖରା ଟିକେ ଛାଇ କୁମାର ସରୋଜ ଦୀପକ, ପ୍ରିୟଙ୍କା, ଦେବାଶିଷ ୨୧ ଅପ୍ରେଲ
ତୁଳସୀ ଅପା ଅମୀୟ ପଟ୍ଟନାୟକ ବର୍ଷା ନାୟକ, ଚୌଧୁରୀ ବିକାଶ ଦାସ, ମଧୁସ୍ମିତା, ସୁଜିତ ପାଇକରାୟ ୧୯ ମଇ
ଭକ୍ତ ଓ ଭଗବାନ ଅମୂଲ୍ୟ ଜେନା ଥିନ୍, ଦେବୀ ବାରିକ ୧୯ ମଇ
ମିଠା ମିଠା ଶ୍ରୀକାନ୍ତ ଗୌତମ ଜ୍ୟୋତି, ଅମିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର ୨୬ ମଇ
ସିଷ୍ଟର ଶ୍ରୀଦେବୀ ଅଶୋକ ପତି ବାବୁଶାନ୍, ଶିବାନୀ, ମିହିର ଦାସ, ସଲିଲ ମିତ୍ର, ଅପରାଜିତା ମହାନ୍ତି ୯ ଜୁନ
ଅଭୟ ମୂରଲୀ କ୍ରିଷ୍ଣା ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନୀତ ଦାସ, ପ୍ରତିଭା ପଣ୍ଡା ୧୧ ଜୁନ
ରୋମିଓ ଜୁଲିଏଟ ସୁଧାକର ବସନ୍ତ ଅରିନ୍ଦମ ରାୟ, ବର୍ଷା ପ୍ରିୟଦର୍ଶିନୀ ୧୪ ଜୁଲାଇ
ସୁନାପିଲା- ଟିକେ ସ୍କୃ ଢିଲା ସୁଧାରକର ବସନ୍ତ ବାବୁଶାନ୍, ଶୀତଲ ପାତ୍ର, ପପୁ ପମ ପମ, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ ୪ ଅଗଷ୍ଟ
କଥା ନୁହେଁ ଏ କଥା ନରୋତ୍ତମ ପରିଡ଼ା ସନ୍ତୋଷ, ସୋନାଲୀ ରାୟ, ବିଜୟ ପଟ୍ଟନାୟକ ୧୮ ଅଗଷ୍ଟ
ସପନର ପଥେ ପଥେ ସୁଶାନ୍ତ ମଣି ଅମ୍ଳାନ ଦାସ, ସନମୀରା, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ ୨୫ ଅଗଷ୍ଟ
ଜଷ୍ଟ ମୋହବତ୍ ଏସ୍. କେ. ମୁରଲୀଧରନ ଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ ୨୫ ଅଗଷ୍ଟ
ମୁଁ ଖାଣ୍ଟି ଓଡ଼ିଆ ଝିଅ ଅବତାର ସିଂହ ଏଲିନା ସାମନ୍ତରାୟ, ରଣବୀର, ସିଦ୍ଧାନ୍ତ ମହାପାତ୍ର, ପପୁ ପମ ପମ ୮ ସେପ୍ଟେମ୍ବର
ଭୈରବ ମୃତ୍ୟୁଞ୍ଜୟ ସାହୁ ଅସିତ୍‌, ପପୁ ପମପମ୍‌, ଆହନା ଓ ସମରେଶ ୮ ସେପ୍ଟେମ୍ବର
ବଦମାସ୍‌ ଟୋକା ପ୍ରଶାନ୍ତ ପାଲ୍ ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ ୧୫ ସେପ୍ଟେମ୍ବର
ଏମିତି ବି ହେଇପାରେ ରାଜୀବ ମହାନ୍ତି ଶଶୀକାନ୍ତ, ରୂପାଲି ଦେବେଦୀ, ଦୀପକ ୧୭ ସେପ୍ଟେମ୍ବର
ହିରୋ ନଂ ୱାନ୍ ତାପସ ସରଘରିଆ ବାବୁଶାନ୍, ଭୂମିକା ଦାଶ, ମିହିର ଦାସ, କୁନା ତ୍ରିପାଠୀ ୨୪ ସେପ୍ଟେମ୍ବର
ଶିବା- ନଟ୍‌ ଆଉଟ୍‌ ସୁଧାଂଶୁ ମୋହନ ସାହୁ ଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ମନୋଜ ମିଶ୍ର, ପ୍ରଜ୍ଞା ଖଟୁଆ ୨୭ ସେପ୍ଟେମ୍ବର
କାବୁଲା ବାରବୁଲା ରମେଶ ରାଉତ ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର ୨୭ ସେପ୍ଟେମ୍ବର
ତୁ ମୋ ହିରୋ ଦିଲୀପ ପଣ୍ଡା ଜ୍ୟୋତି ରଞ୍ଜନ ନାୟକ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା ୨୦ ଅକ୍ଟୋବର
ବଜରଙ୍ଗୀ ବିନି ପଟ୍ଟନାୟକ ଅମ୍ଳାନ ଦାସ, ଅନୁଭା ସୌର୍ଯ୍ୟା, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ ୩ ନଭେମ୍ବର
ମୁଁ ଗୋଟେ ଦୁଷ୍ଟ ପିଲା ଅଶୋକ ମଲ୍ଲିକ୍ ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ, ଦିବ୍ୟା, ରାନୀ ୧୦ ନଭେମ୍ବର
ଟିକେ ଅନାଡ଼ି ପୂରା ଖିଲାଡ଼ି ଲୋକନାଥ ବାରିକ କରନ୍, ଇପ୍ସିତା, ବବ୍‌ଲି, ରବିନ୍‌ ନନ୍ଦ, ବିଜୟ ମହାନ୍ତି ୨୪ ନଭେମ୍ବର
ତୋ ପ୍ରେମରେ ପଡ଼ିଲା ପରେ ସରୋଜ କାନ୍ତ ଦେବରାଜ, ଚିନ୍ମୟୀ, ପ୍ରଲୀପ୍ତା, ମୁନ୍ନା ଖାନ୍, ପୁଷ୍ପା ପଣ୍ଡା ୨୪ ନଭେମ୍ବର
ଜଗନ୍ନାଥ ଧାମ ପୁରୀ ନାରାୟଣ ଘଡେଇ ଦେବଦତ୍ତ ସାହୁ, ରିତିକା ରଥ, ବିଜୟ ମହାନ୍ତି, ଦେବୀ ବାରିକ ୮ ଡିସେମ୍ବର
ଲୈଲା ଓ ଲୈଲା ସୁଶାନ୍ତ ମଣି ସ୍ୱରାଜ ବାରିକ, ସନ୍‌ମୀରା ନାଗେଶ, ପ୍ରଦ୍ୟୁମ୍ନ ଲେଙ୍କା ୨୯ ଡିସେମ୍ବର

ଆଧାର[ସମ୍ପାଦନା]

  1. "List of Odia Movies/2017". odiamoviedatabase. Archived from the original on 19 July 2017. Retrieved 13 April 2017.
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.