ଶ୍ରୀପ୍ରିୟା

ଉଇକିପିଡ଼ିଆ‌ରୁ
Sripriya
Born (1956-03-05) ୫ ମାର୍ଚ୍ଚ ୧୯୫୬ (ବୟସ ୬୮)
Years active1974–present
Spouse(s)Rajkumar Sethupathy

(m 1988-present)ChildrenSneha, Nagarjunଶ୍ରୀପ୍ରିୟା ,  ଜଣେ ଭାରତୀୟ ମହିଳା ଅଭିନେତ୍ରୀ ତଥା ଫିଲ୍ମ ନିର୍ଦ୍ଦେଶିକା । ସେ ୧୯୭୦ -୧୯୮୦ ଦଶକରେ ଦକ୍ଷିଣ ଭାରତୀୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ତଥା ଫିଲ୍ମ ନିର୍ଦ୍ଦେଶନା କାର୍ଯ୍ୟ ମଧ୍ୟ କରୁଥିଲେ । ସେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ କରହୟ କରିଛନ୍ତି । ଏହା ମଧ୍ୟରୁ ୨୦୦ଟି ତାମିଲ ଫିଲ୍ମ ଭିନ୍ନ ଅନ୍ୟ ଦକ୍ଷିଣ ଭାରତୀୟ ଭାଷାରେ ଫିଲ୍ମ କରିଛନ୍ତି ।[୧] ସେ ୨୦୧୪ ମସିହାରେ " ଦୃଶ୍ୟାମ " ନାମକ ତାମିଲ ଫିଲ୍ମ ସହ ଅନେକତାମିଲତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । 


କାର୍ଯ୍ୟ ଜୀବନୀ [ସମ୍ପାଦନା]

ଅଭିନୟ [ସମ୍ପାଦନା]

୧୯୭୪ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ ଅଭିନୟ " ମୁରୁଗାନ କାଥିୟା ଭର୍ଝି " ନାମକ ଫିଲ୍ମ ସହ ଆରମ୍ଭ କରିଥିଲେ । ଏହା ପରେ ସେ ରଜନୀକାନ୍ତ ,କମଳ ହାସାନ ,ଶିବାଜୀ ଗଣେଶନ ଓ ଜୟଶଙ୍କରଙ୍କ ପରି ଦକ୍ଷିଣ ଭାରତୀୟ ମୁଖ୍ୟ ଅଭିନେତାଙ୍କ ସହ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ୧୯୭୦ରୁ ୧୯୮୦ ମସିହା ମଧ୍ୟରେ ଶ୍ରୀପ୍ରିୟା ଅନେକ ସଫଳ ଫିଲ୍ମ ଦେଇଥିଲେ ୧୯୭୭ ମସିହାରେ " ଆବାଳ ଅପରାଜିଥନ୍  "ରେ ମଞ୍ଜୁ ଭୂମିକାରେ ତାଙ୍କ ଅଭିନୟ ଖୁବ ଚର୍ଚ୍ଚିତ ହେଇଥିଲା । ଏହି ଫିଲ ପାଇଁ ସେ ତାମିଲ ନାଡୁ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଅନନ୍ୟ ସଫଳ ଫିଲ୍ମ ମଧ୍ୟରେ ବିଲ୍ଲା , ଆତତୁକାରା ଆଳାମେଳୁ ଆଦି ଅନ୍ଯତମ । ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମର ଶ୍ରେଷ୍ଠ ଅଭିନୟ ପୁରସ୍କାର " କଳାଇମାମଣି "  ପୁରସ୍କାର ମିଳିଥିଲା । ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର କମିଟିରେ ଜୁରୀ ଭାବରେ ନିଯୁକ୍ତ କରାଯାଇଥିଲା । 

ମହା ଅଭିନେତା ରଜନୀକାନ୍ତଙ୍କ ସହ ସେ ୨୮ଟି ଫିଲ୍ମ  ରେ ଅଭିନୟ କରିଥିଲେ । କମଳ ହାସାନଙ୍କ ସହ ମଧ୍ୟ  ତାଙ୍କର ଅନେକ ଫିଲ୍ମ  ବ୍ୟବସାୟୀକ ସଫଳତା ପାଇଥିଲା । .[୨]


ନିର୍ଦ୍ଦେଶନା [ସମ୍ପାଦନା]

ଫିଲ୍ମ ଅଭିନୟରୁ ଅବସର ନେବା ପରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି । ତାଙ୍କର ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ  ଥିଲା " ମାଳିନୀ ୨୨ ପାଲାଇମକୋତ୍ତଇ  " ଓ ଏହା ମହିଳାମାନଙ୍କ ଉପରେ ହଉଥିବା ଯୌନ ଶୋଷଣ କଥାବସ୍ତୁ ଉପରେ ପର୍ଯ୍ୟବସିତ ଥିଲା ।  [୩]

ସେ ୫ଟି ଟେଲିଭିଜନ ଧାରାବାହିକ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ୨ଟି ତାମିଲ ଫିଲ୍ମ ସହ ୨ଟି କନ୍ନଡ ଗୋଟିଏ ତେଲୁଗୁ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି । 

ଫିଲ୍ମ ବ୍ୟତୀୟ ସେ ଜଣେ  ଚିତ୍ରକର , ଫିଲ୍ମ ଓ ଧାରାବାହିକର ସଂଳାପ ଲେଖକ ଭାବରେ ମଧ୍ୟ କାର୍ଯ୍ୟ କରିଥାନ୍ତି । 

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ଶ୍ରୀପ୍ରିୟା ଚେନ୍ନେଇ ସହରରେ ଜନ୍ମ ଗ୍ରହଣ କରି ସେଠାରେ ଶିକ୍ଷା ପ୍ରାପ୍ତ  ହେଇଥିଲେ ।ସେ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ଶିକ୍ଷା ନେଇ ଜଣେ ଉତ୍ତମ ନର୍ତକି ଭାବରେ ପରିଚିତ  ହେଇଥିଲେ । ୧୯୮୮ ମସିହାରେ ସେ ଅଭିନେତା ରାଜକୁମାର ସେଥୁପଥିଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ନାଗାର୍ଜୁନ ଓ ଏକ କନ୍ୟା  ସ୍ନେହା ରହିଛନ୍ତି । 

ବିଶିଷ୍ଟ ଫିଲ୍ମ  ସମୂହ ( ଅଭିନୟ ) [ସମ୍ପାଦନା]

Year Movie Notes
1974 Murugan Kaatiya Vazhi Debut film Tamil
1974 Aval Oru Thodar Kathai Tamil
1974 Panathukkaga Tamil
1975 Bhaarya Illaatha Raathri Malayalam
1976 Aayiram Janmangal Malayalam
1976 Anthuleni Katha Telugu film
1976 Mogam Muppadhu Varusham
1977 Chilakamma Cheppindi Telugu film
Aattukara Alamelu
Aame Katha Telugu film
Parivarthanam Malayalam
Palabishegham
1978 Ilamai Oonjaladukirathu
Vayasu Pilichindi Telugu film
Sattam En Kaiyil
Bairavi
Pottelu Ponnamma
Thai Meethu Sathiyam
Aval Appadithan
En Kelvikku Enna Bathil
1979 Annai Oru Alayam
Neeya? Tamil film
Evvadabba Sommu Telugu film
Allauddinum Albhutha Vilakkum Malayalam film
Thirisoolam
1980 Billa
Pollathavan
Natchathiram
Maria, My Darling
1981 Ram Lakshman
Sathya Sundaram Tamil film
Karaiyellam Shenbagapoo
Thee
1982 Simla Special
Savaal
Vazhvey Maayam
Jimmy Gallu Kannada film
Parvaiyin Marupakkam Tamil film
Karthavyam Malayalam film
Anguram Malayalam film
Pagadai Panirendu
Thanikattu Raja
1983 Himam Malayalam film
1984 Enakkul Oruvan
1986 Kariyilakkattu Pole Malayalam film
1990 Pathimoonam Number Veedu
2007 Kannamoochi Yenada

ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ସମୂହ [ସମ୍ପାଦନା]

Year Film Language Cast Notes
2014 Drushyam Telugu Venkatesh, Meena, Nadiya Moidu, Naresh Remake of Malayalam hit Drishyam
2014 Malini 22 Palayamkottai Tamil Nithya Menen, Krish J Sathaar, Naresh Remake of Malayalam hit 22 Female Kottayam
1992 Naane Varuven Tamil Sripriya, Rahman, Raadhika
1984 Shanthi Muhoortham Tamil

ଟେଲିଭିଜନ ଧାରାବାହିକ ସବୁ [ସମ୍ପାଦନା]

  • Vikramathithan
  • Anandham as Charulatha/ Muthulashmi (Abhrirami's mother)
  • Chinna Papa Periya Papa as Chinna Papa Season 1 and Season 2 (ep 1-52)

ଆଧାର [ସମ୍ପାଦନା]

  1. Films
  2. "The Hindu : Tamil Nadu / Chennai News : "I owe what I am today to cinema"". Archived from the original on 2007-02-23. Retrieved 2017-03-27.
  3. http://www.newindianexpress.com/entertainment/tamil/Im-angry-at-whats-happening-Sripriya/2013/09/02/article1762968.ece%7CI'm[permanent dead link] angry at what's happening

ବାହାର ଲିଙ୍କ [ସମ୍ପାଦନା]