ରିମା କାଗତି

ଉଇକିପିଡ଼ିଆ‌ରୁ
ରିମା କାଗତି
Reema Kagti(Left) with Zoya Akhtar
ଜନ୍ମ
ରିମା କାକତି

1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାIndian
ବୃତ୍ତି(ସମୂହ)Director, Screenwriter
ସକ୍ରିୟ ବର୍ଷ2007—present

ରିମା କାଗତି, (କାକତି m (ଅସମୀୟା: ৰীমা কাগতি (কাকতি)) ଜଣେ ଅସମୀୟ ମହିଳା ଫିଲ୍ମ ନିର୍ଦ୍ଦେଶିକା ଓ ଚିତ୍ରନାଟ୍ୟ ଲେଖିକା । ସେ ମୁମ୍ବାଇ ସହରରେ କାର୍ଯ୍ୟ କରନ୍ତି । ସେ " ହନିମୁନ ଟ୍ରାଭେଲ ପ୍ରିଭେଟ ଲିମିଟେଡ " ନାମକ ଫିଲ୍ମ ୨୦୦୭ ମସିହାରେ ନିର୍ଦ୍ଦେଶନା ଦେଇ ଫିଲ୍ମ ଜଗତରେ ପଦାର୍ପଣ କରିଥିଲେ । ଏହା ପରେ ସେ " ତଲାଶ " ଆଦି ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି । 

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ରିମାଙ୍କ ଜନ୍ମ ଆସାମର ଗୁଆହାଟିଠାରେ ହେଇଥିଲା । ସେ ମୁମ୍ବାଇର ସୋଫିଆ ମହିଳା କଲେଜରେ ଇଂରାଜୀ  ଭାଷା ସାହିତ୍ଯରେ ଡିଗ୍ରୀ କରିଥିଲେ । ପରେ ସେ ସେଠାରେ ସାମାଜିକ ଯୋଗାଯୋଗ ବିଷୟ ନେଇ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । 

କାର୍ଯ୍ୟ ଜୀବନୀ [ସମ୍ପାଦନା]

ରିମା ଅନେକ ମୁଖ୍ୟ ନିର୍ଦ୍ଦେଶକଙ୍କ ସହ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେଥି ମଧ୍ୟରୁ ଫରହାନ ଅଖତର , ଆଶୁତୋଷ ଗୋବାରିକର , ମୀରା ନାୟାର ଆଦିଙ୍କ ସହ ଅନେକ ସଫଳ ଫିଲ୍ମରେ କାର୍ଯ୍ୟ କରିଥିଲେ । .[୧]

ସେ ଫରହାନ ଅଖାତର ଓ ଯୋୟା ଅଖତାରଙ୍କ ସହ ଏକ୍ସେଲ ଏଣ୍ଟରଟେନମେଣ୍ଟ   ନାମକ କମ୍ପାନୀରେ ବହୁ ଫିଲ୍ମ ଓ ବିଜ୍ଞାପନ ଫିଲ୍ମରେ କାର୍ଯ୍ୟ କରିଆସୁଛନ୍ତି । .[୨]

ନିର୍ଦ୍ଦେଶିକା ଭାବରେ [ସମ୍ପାଦନା]

" ହନିମୁନ ଟ୍ରାଭେଲ ପ୍ରିଭେଟ ଲିମିଟେଡ " ତାଙ୍କର ପ୍ରଥମ ଅବଦାନ , ନିର୍ଦ୍ଦେଶିକା ଭାବରେ । .[୩] ଏହା ୨୦୦୬ ମସିହାରେ ନିର୍ମିତ ହେଇଥିଲା ଓ ତା ପରେ ସେ ତଲାଶ ଫିଲ୍ମ କରିଥିଲେ । [୪]

ଫିଲ୍ମୋଗ୍ରାଫି [ସମ୍ପାଦନା]

ଅଭିନେତ୍ରୀ   [ସମ୍ପାଦନା]

Year Film Notes
2008 Rock On!!

ନିର୍ଦ୍ଦେଶନା [ସମ୍ପାଦନା]

Year Film Notes
2012 Talaash: The Answer Lies Within
2007 Honeymoon Travels Pvt. Ltd.

ସହ ନିର୍ଦ୍ଦେଶନା [ସମ୍ପାଦନା]

Year Film Notes
2011 Zindagi Na Milegi Dobara
2004 Lakshya
2001 Dil Chahta Hai
2001 Lagaan

ଗଳ୍ପ ଲେଖିକା [ସମ୍ପାଦନା]

Year Film Notes
2015 Dil Dhadakne Do
2011 Zindagi Na Milegi Dobara
2007 Honeymoon Travels Pvt. Ltd.

ଚିତ୍ର ନାଟ୍ଯ ଲେଖିକା [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

ଆଧାର [ସମ୍ପାଦନା]

  1. ""Initially I had plans to make a dark film; in fact it was darker than an average film" - Reema Kagti". Bollywoodhungama.com. 2006-11-07. Retrieved 2011-07-04.
  2. "Honeymoon Travels". Imagineindia.net. Archived from the original on 2016-03-04. Retrieved 2011-07-04.
  3. "ଆର୍କାଇଭ୍ କପି". Archived from the original on 2011-09-30. Retrieved 2017-03-27. {{cite web}}: Cite has empty unknown parameter: |1= (help)
  4. "Aamir's Khan's next is suspense drama directed by Reema Kagti". Bollywoodhungama.com. 2010-11-01. Retrieved 2011-07-04.