କମଳା (କବି)

ଉଇକିପିଡ଼ିଆ‌ରୁ
କମଳା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟପ୍ରାଚୀନ
ବିଷୟବୈରାଗ
ସାହିତ୍ୟର ଆନ୍ଦୋଳନଭକ୍ତି ଆନ୍ଦୋଳନ

କମଳା ପୁରାତନ ଓଡ଼ିଶାର ଜଣେ ନାରୀ କବି ଥିଲେ । ତାଙ୍କଦ୍ୱାରା ଲିଖିତ ମାତ୍ର ପାଞ୍ଚଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ଏହି କବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ୱର ରହିଛି । ଭାଷାର ପ୍ରାଚୀନତା ଦୃଷ୍ଟିରୁ ତାଙ୍କୁ କେବଳ ପ୍ରାଚୀନ କବି କହିବା ଛଡ଼ା ତାଙ୍କ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ । [୧]

ଆଧାର[ସମ୍ପାଦନା]

  1. ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।