ଜେ.ଜେ.ଶୋଭା

ଉଇକିପିଡ଼ିଆ‌ରୁ
ଜେ.ଜେ.ଶୋଭା
ବ୍ୟକ୍ତିଗତ ତଥ୍ୟ
ପୂରା ନାମJavur Jagadeeshappa Shobha
ଜନ୍ମ (1978-01-14) ୧୪ ଜାନୁଆରୀ ୧୯୭୮ (ବୟସ ୪୬)
Pashupathihaal, Dharwad, Karnataka, India
Sport
ଦେଶ ଭାରତ
କ୍ରୀଡ଼ାAthletics
Event(s)Heptathlon
Achievements and titles
Personal best(s)6211 (New Delhi 2004)
Medal record
Asian Games
Bronze medal – third place 2002 Busan Heptathlon
Bronze medal – third place 2006 Doha Heptathlon
Afro-Asian Games
Gold medal – first place 2003 Hyderabad Heptathlon
Asian Athletics Championships
Silver medal – second place 2002 Colombo Heptathlon
Silver medal – second place 2007 Amman Heptathlon
Updated on 10 July 2013.

ଜାଭୁର ଜଗଦିଷ‌ପ୍ପା ଶୋଭା (ଜନ୍ନ ୧୪ ଜାନୁୟାରୀ ୧୯୭୮) ଟ୍ରାକ ଏବଂ ଫିଲ୍ଡ ରନର୍ । ତାଙ୍କ ଜନ୍ନ ସ୍ଥାନ ହେଉଛି କର୍ଣାଟକର ଧାର୍ୱାଡ ନିକଟରେ ଥିବା ପଶୁପତିହାଲରେ । ସେ ଏବେ ସିକନ୍ଦରାବାଦରେ ରାହୁଛନ୍ତି । ଆଫ୍ରୋ - ଏସୀୟନ ଗେମ୍ସର ଆରମ୍ଭରେ ସେ ହେପ୍ଟାଥଲନରେ ଅଂଶ ଗ୍ରହଣ କରି ଜିତିଥିଲେ । ସେ ୨୦୦୪ରେ ୬୨୧୧ ପଏଣ୍ଟ କରି ଜାତୀୟ ରେକର୍ଡ କରିଥିଲେ ।[୧]

ଆଥେନ୍ସରେରେ ୨୦୦୪ ମସିହାରେ ଅଲିମ୍ପିକ୍ସରେ ଭାଗନେଇଥିଲେ । ସେ ୨୦୦୪ ମସିହାରେ ଅର୍ଜୁନ ଆୱାର୍ଡ ପାଇଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ୫୭୪୯ ପଏଣ୍ଟ କରି ୨୮ ନଂ ସ୍ଥାନରେ ରହିଥିଲେ ।[୨]

ଆନ୍ତର୍ଜାତୀୟ ପ୍ରତିଯୋଗିତା[ସମ୍ପାଦନା]

Year Competition Venue Position Event Notes
Representing  ଭାରତ
2002 Asian Championships Colombo, Sri Lanka 2nd Heptathlon 5775 pts
Asian Games Busan, South Korea 3rd Heptathlon 5870 pts
2003 Afro-Asian Games Hyderabad, India 1st Heptathlon 5884 pts
2004 Olympic Games Athens, Greece 11th Heptathlon 6172 pts
2006 Asian Games Doha, Qatar 3rd Heptathlon 5662 pts
2007 Asian Championships Amman, Jordan 2nd Heptathlon 5356 pts
2008 Asian Indoor Championships Doha, Qatar 4th Pentathlon 3860 pts
Olympic Games Beijing, China 29th Heptathlon 5749 pts

ଆଧାର[ସମ୍ପାଦନା]

  1. "J. J. Shobha". Olympics at Sports-Reference.com. Sports Reference LLC.
  2. [୧]

ବାହାର ଆଧାର[ସମ୍ପାଦନା]