ସାହିତ୍ୟ ଭାରତୀ ସମ୍ମାନ
ଦେଖଣା
ସାହିତ୍ୟ ଭାରତୀ ସମ୍ମାନ ପ୍ରତିବର୍ଷ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ସାହିତ୍ୟ କୃତି ପାଇଁ ସାରସ୍ୱତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ୧୯୯୫ ମସିହାରୁ ପ୍ରଦାନ କରାଯାଉଛି । ପୁରସ୍କାରରେ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିମୂର୍ତ୍ତୀ ସହିତ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।[୧]
ସମ୍ମାନିତ ବ୍ୟକ୍ତିବିଶେଷ
[ସମ୍ପାଦନା]- ୧୯୯୫- ମନୋଜ ଦାସ
- ୧୯୯୬- ସଚ୍ଚିଦାନନ୍ଦ ରାଉତରାୟ
- ୧୯୯୭- ବେଣୀମାଧବ ପାଢ଼ୀ
- ୧୯୯୮- ନନ୍ଦିନୀ ଶତପଥୀ
- ୧୯୯୯ - ଚିତ୍ତରଞ୍ଜନ ଦାସ
- ୨୦୦୦ - ପଠାଣି ପଟ୍ଟନାୟକ
- ୨୦୦୧ - ବୀଣାପାଣି ମହାନ୍ତି
- ୨୦୦୨ - ବ୍ରଜନାଥ ରଥ
- ୨୦୦୩- ଶାନ୍ତନୁ କୁମାର ଆଚାର୍ଯ୍ୟ
- ୨୦୦୪- ରାଜେନ୍ଦ୍ର କିଶୋର ପଣ୍ଡା
- ୨୦୦୫- ମହାପାତ୍ର ନୀଳମଣି ସାହୁ
- ୨୦୦୬- ରମାକାନ୍ତ ରଥ[୨]
- ୨୦୦୭- ବିଭୂତି ପଟ୍ଟନାୟକ
- ୨୦୦୮ - ସୌଭାଗ୍ୟ କୁମାର ମିଶ୍ର[୩]
- ୨୦୦୯- କୃଷ୍ଣଚରଣ ବେହେରା[୪]
- ୨୦୧୦- ସୀତାକାନ୍ତ ମହାପାତ୍ର
- ୨୦୧୧- ଚନ୍ଦ୍ରଶେଖର ରଥ
- ୨୦୧୨- ଜାନକୀ ବଲ୍ଲଭ ପଟ୍ଟନାୟକ[୫]
- ୨୦୧୩- ପ୍ରତିଭା ଶତପଥୀ[୬]
- ୨୦୧୪- ରବି ସିଂ [୭]
- ୨୦୧୫- ପ୍ରତିଭା ରାୟ[୮]
- ୨୦୧୬- ରତ୍ନାକର ଚଇନି[୯]
- ୨୦୧୭- ସାତକଡ଼ି ହୋତା[୧୦]
- ୨୦୧୮ - ଶରତ ଚନ୍ଦ୍ର ପ୍ରଧାନ[୧୧]
- ୨୦୨୦ - ରମେଶ ପ୍ରସାଦ ପାଣିଗ୍ରାହୀ[୧୨]
- ୨୦୨୧ - ଦେବଦାସ ଛୋଟରାୟ[୧୩]
ଆଧାର
[ସମ୍ପାଦନା]- ↑ "Literary honour for Odia poet". www.telegraphindia.com. The Telegraph. Retrieved 14 January 2019.
- ↑ http://www.odisha.com/20070120/fullstory/award.html
- ↑ Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Archived from the original on 13 March 2013. Retrieved 4 January 2013.
The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra
- ↑ "Trust awards announced". The Hindu. Retrieved 9 December 2017.
- ↑ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସାହିତ୍ୟ ଭାରତୀ ସମ୍ମାନ http://odishan.com/2957
- ↑ Patnaik, Lalmohan. "Literary honour for Odia poet". The Telegraph. Retrieved 9 December 2017.
- ↑ "Poet Rabi Singh to get Sahitya Bharati Samman". The Pioneer. Retrieved 9 December 2017.
- ↑ ପ୍ରତିଭା ରାୟ ପାଇବେ ସାହିତ୍ୟ ଭାରତୀ ପୁରସ୍କାର February 26, 2016 Odisha Reporter Bureau http://odishareporter.in/prtiva-roy-paeebe-sahitya-bhtati-purasker/
- ↑ ୨୦୧୬ ବର୍ଷ ପାଇଁ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଠ ଲେଖକ ରତ୍ନାକର ଚଇନି http://khabarodisha.com/Khabar-Odisha-Special-and-Odisha-News-Detail/ratnakar-chaini-will-get-sahitya-bharati-samman-for-the-year-2017-9199#sthash.aR7NSz0z.dpufhttp://khabarodisha.com/Khabar-Odisha-Special-and-Odisha-News-Detail/ratnakar-chaini-will-get-sahitya-bharati-samman-for-the-year-2017-9199
- ↑ "Sahitya Bharati Samman for Satkodi Hota". www.newindianexpress.com. The Indian Express. Retrieved 14 January 2019.
- ↑ "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]
- ↑ "ରମେଶ ପାଣିଗ୍ରାହୀଙ୍କୁ ମିଳିବ 'ସାହିତ୍ୟ ଭାରତୀ' ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. Retrieved 3 March 2020.
- ↑ "ଦେବଦାସ ଛୋଟରାୟ ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'". No. ସମ୍ବାଦ ୨୦/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 20 March 2021. p. ୯. Archived from the original on 20 March 2021. Retrieved 20 March 2021.