ରିବାଭିରିନ

ଉଇକିପିଡ଼ିଆ‌ରୁ
ରିବାଭିରିନ
Clinical data
PronunciationRYE-ba-VYE-rin
Trade namesCopegus, Rebetol, Virazole, other[୧]
Synonyms1-(β-D-Ribofuranosyl)-1H-1,2,4-triazole-3-carboxamide
AHFS/Drugs.commonograph
MedlinePlusa605018
Pregnancy
category
Routes of
administration
ପାଟିରେ ଦିଆଯାଏ, ଦ୍ରବଣ solution ଆଘ୍ରାଣ କରିବାକୁ ଦିଆଯାଏ । for inhalation
ATC code
Legal status
Legal status
  • AU: S4 (Prescription only)
  • CA: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
  • UK: POM (Prescription only)
  • US: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
Pharmacokinetic data
Bioavailability64%[୨]
Protein binding0%[୨]
Metabolismliver and intracellularly[୨]
Elimination half-life298 hours (multiple dose); 43.6 hours (single dose)[୨]
Excretionପରିସ୍ରାରେ (୬୧%), ମଳ (୧୨%)[୨]
Identifiers
  • 1-[(2R,3R,4S,5R)-3,4-dihydroxy-5-(hydroxymethyl)oxolan-2-yl]-1H-1,2,4-triazole-3-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
PDB ligand
ECHA InfoCard100.164.587 Edit this at Wikidata
Chemical and physical data
FormulaC8H12N4O5
Molar mass244.206
3D model (JSmol)
  • OC[C@@H](O1)[C@@H](O)[C@@H](O)[C@@H]1N2N=C(C(N)=O)N=C2
  • InChI=1S/C8H12N4O5/c9-6(16)7-10-2-12(11-7)8-5(15)4(14)3(1-13)17-8/h2-5,8,13-15H,1H2,(H2,9,16)/t3-,4-,5-,8-/m1/s1 checkY
  • Key:IWUCXVSUMQZMFG-AFCXAGJDSA-N checkY
  (verify)

ରିବାଭିରିନ (ଇଂରାଜୀ ଭାଷାରେ Ribavirin ଅନ୍ୟ ନାମ ଟ୍ରିବାଭିରିନ tribavirin) ଏକ ଆଣ୍ଟିଭାଇରାଲ ବା ଭୁତାଣୁରୋଧୀ ଔଷଧ (anti-viral medication) ଯାହା ଆର‌.ଏସ.ଭି ସଂକ୍ରମଣ (RSV infection), ହେପାଟାଇଟିସ ସିଭାଇରାଲ ହେମୋରେଜିକ ଫିଭର (viral hemorrhagic fever) ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ହେପାଟାଇଟିସ ସି ରୋଗ ନିମନ୍ତେ ଏହା ସିମେପ୍ରେଭିର, ସୋଫୋସବୁଭିର (sofosbuvir), ପେଜିଣ୍ଟରଫେରନ ଆଲଫା-୨ବି (peginterferon alfa-2b) ବା ପ୍ରେଜିଣ୍ଟରଫେରନ ଆଲଫା-୨ଏ (peginterferon alfa-2a) ଇତ୍ୟାଦି ଔଷଧମାନଙ୍କ ସ‌ହିତ ଦିଆଯାଏ । ଭାଇରାଲ ହେମୋରେଜିକ ଫିଭର ମଧ୍ୟରେ ଲାସା ଫିଭର, କ୍ରିମିଆନ-କଙ୍ଗୋ ହେମୋରେଜିକ ଫିଭର (Crimean–Congo hemorrhagic fever) ଓ ହାଣ୍ଟାଭାଇରସ ସଂକ୍ରମଣ (Hantavirus infection) ରୋଗମାନଙ୍କରେ ଦିଆଯାଏ କିନ୍ତୁ ଇବୋଲା (Ebola) ବା ମାରବର୍ଗ (Marburg) ରୋଗରେ ଦିଆଯାଏ ନାହିଁ । ରିବାଭିରିନ ପାଟିରେ ଦିଆଯାଏ ବା ଆଘ୍ରାଣ କରିବାକୁ ଦିଆଯାଏ । [୧]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ଚିଡ଼ଚିଡ଼ା ଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲିଟିକ ଆନିମିଆ (red blood cell breakdown), ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁପ୍ରତି ବିପଦ ହୁଏ । [୧] ତେଣୁ ଏହି ଔଷଧ ବ୍ୟବ‌ହାର କରିବାର ୭ ମାସ ପର୍ଯ୍ୟନ୍ତ ବିବାହିତ ପୁରୁଷ ଓ ମହିଳାମାନେ ଜନ୍ମ ନିରୋଧ କରିବାକୁ ଉପଦେଶ ଦିଆଯାଏ ।[୩] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୧]

ରିବାଭିରିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ribavirin". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "PRODUCT INFORMATION REBETOL® (RIBAVIRIN) CAPSULES" (PDF). TGA eBusiness Services. Merck Sharp & Dohme (Australia) Pty Limited. 29 April 2013. Retrieved 23 February 2014.
  3. WHO Model Formulary 2008 (PDF). World Health Organization. 2009. p. 177. ISBN 9789241547659. Retrieved 8 December 2016.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 504. ISBN 9783527607495.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 79. ISBN 9781284057560.