ପାରୋମୋମାଇସିନ

ଉଇକିପିଡ଼ିଆ‌ରୁ
ପାରୋମୋମାଇସିନ
Clinical data
Trade namesCatenulin, Aminosidine, others[୨]
Synonymsmonomycin, aminosidine[୩]
AHFS/Drugs.commonograph
MedlinePlusa601098
Pregnancy
category
  • US: N (Not classified yet)
  • C
Routes of
administration
By mouth, intramuscular, topical[୧]
ATC code
Legal status
Legal status
Pharmacokinetic data
BioavailabilityPoorly absorbed in the GI tract
MetabolismNot Available
Elimination half-life?
ExcretionFecal
Identifiers
  • (2R,3S,4R,5R,6S)-5-amino-6-[(1R,2S,3S,4R,6S)-
    4,6-diamino-2-[(2S,3R,4R,5R)-4-[(2R,3R,4R,5R,6S)-
    3-amino-6-(aminomethyl)-4,5-dihydroxy-oxan-2-yl]
    oxy-3-hydroxy-5-(hydroxymethyl)oxolan-2-yl]oxy-
    3-hydroxy-cyclohexyl]oxy-2-(hydroxymethyl)oxane-3,4-diol
CAS Number
PubChem CID
DrugBank
ChemSpider
ChEBI
ChEMBL
ECHA InfoCard100.028.567 Edit this at Wikidata
Chemical and physical data
FormulaC23H47N5O18S
Molar mass615.629 g/mol
3D model (JSmol)
  • O=S(=O)(O)O.O([C@H]3[C@H](O[C@@H]2O[C@H](CO)[C@@H](O[C@H]1O[C@@H](CN)[C@@H](O)[C@H](O)[C@H]1N)[C@H]2O)[C@@H](O)[C@H](N)C[C@@H]3N)[C@H]4O[C@@H]([C@@H](O)[C@H](O)[C@H]4N)CO
  • InChI=1S/C23H45N5O14.H2O4S/c24-2-7-13(32)15(34)10(27)21(37-7)41-19-9(4-30)39-23(17(19)36)42-20-12(31)5(25)1-6(26)18(20)40-22-11(28)16(35)14(33)8(3-29)38-22;1-5(2,3)4/h5-23,29-36H,1-4,24-28H2;(H2,1,2,3,4)/t5-,6+,7+,8-,9-,10-,11-,12+,13-,14-,15-,16-,17-,18-,19-,20-,21-,22-,23+;/m1./s1 checkY
  • Key:LJRDOKAZOAKLDU-UDXJMMFXSA-N checkY
 ☒NcheckY (what is this?)  (verify)

ପାରୋମୋମାଇସିନ (ଇଂରାଜୀ ଭାଷାରେ Paromomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଆମିବାୟାସିସ (amebiasis), ଜିଆଡିଆସିସ, ଲିସମାନିଆସିସଟେପ‌ୱର୍ମ (tapeworm infection) ଇତ୍ୟାଦି ସଂକ୍ରମଣରେ ବ୍ୟବ‌ହୃତ ହୁଏ । ଗର୍ଭାବସ୍ଥାରେ ଆମିବାୟାସିସ ଓ ଜିଆର୍ଡ଼ିଆସିସ ଥଲେ ଏହା ପ୍ରଥମ ଧାଡ଼ିର ଚିକିତ୍ସା ରୂପେ ଦିଆଯାଏ । ଅନ୍ୟଥା ଏହା ଦ୍ୱିତୀୟ ଧାଡ଼ିର ବିକଳ୍ପ ଔଷଧ । ଏହା ପାଟିରେ ଦିଆଯାଏ, ଚର୍ମରେ ଲଗାଯାଏ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ପାରୋମୋମାଇସିନ ପାଟିରେ ନେଉଥିଲେ ସାଧାରଣ ପ୍ରତିକ୍ରିୟାରେ ଅରୁଚି, ବାନ୍ତି, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୋଇପାରେ । ଚର୍ମରେ ଲଗାଉଥିଲେ ପ୍ରତିକ୍ରିୟାରେ ଗଲୁ, ଲାଲ ଦେଖାଯିବା ଓ ଫୋଟକା ଆଦି ଦେଖାଯାଏ । ଇଞ୍ଜେକସନ ଆକାରରେ ନେଉଥିଲେ ଜ୍ୱର, ଯକୃତ ସମସ୍ୟା ଓ ଶ୍ରବଣହାନୀ (hearing loss) ହୋଇପାରେ ।[୧] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୪] ପାରୋମୋମାଇସିନ ଏକ ଆମିନୋଗ୍ଲାଇକୋସାଇଡ ଶ୍ରେଣୀର ଔଷଧ ଓ ବ୍ୟାକ୍ଟେରିଆର ପ୍ରୋଟିନ ତିଆରି ଅବରୋଧ କରି ତାକୁ ମାରିଦିଏ ।[୧]

ସନ ୧୯୫୦ରେ ସ୍ଟ୍ରେପ୍ଟୋମାଇସେସ କ୍ରେସ୍ଟୋମ୍ୟୁସେଟିକସରୁ ପାରୋମୋମାଇସିନ ଆବିଷ୍କୃତ ହୋଇଥିଲା ଓ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର କରାଗଲା । [୨][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୬] ଭାରତରେ ୨୦୦୭ରେ ଏହାର ଇଞ୍ଜେକସନ କୋର୍ଷର ମୁଲ୍ୟ ପ୍ରାୟ ୪.୧୯ରୁ ୮.୩୮ ପାଉଣ୍ଡ ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Paromomycin Sulfate". The American Society of Health-System Pharmacists. Retrieved 3 December 2016.
  2. ୨.୦ ୨.୧ Publishing, William Andrew (2013). Pharmaceutical Manufacturing Encyclopedia, 3rd Edition (in ଇଂରାଜୀ) (3 ed.). Elsevier. p. 21p. ISBN 9780815518563.
  3. Neal RA, Murphy AG, Olliaro P, Croft SL (1994). "Aminosidine ointments for the treatment of experimental cutaneous leishmaniasis". Transactions of the Royal Society of Tropical Medicine and Hygiene. 88 (2): 223–5. doi:10.1016/0035-9203(94)90307-7. PMID 8036682.
  4. ୪.୦ ୪.୧ Davidson RN, den Boer M, Ritmeijer K (2008). "Paromomycin". Transactions of the Royal Society of Tropical Medicine and Hygiene. 103 (7): 653–60. doi:10.1016/j.trstmh.2008.09.008. PMID 18947845.
  5. "WHO Model List of Essential Medicines" (PDF). World Health Organization. October 2013. Retrieved 2014-04-22.
  6. ୬.୦ ୬.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.