ମହାନନ୍ଦିନ

ଉଇକିପିଡ଼ିଆ‌ରୁ

ମହାନନ୍ଦିନ
Shishunaga King
ଶାସନକାଳ c. 367 – c. 345 BCE
ପୂର୍ବାଧିକାରୀ Nandivardhana
ଉତ୍ତରାଧିକାରୀ Mahapadma Nanda
ସନ୍ତାନସନ୍ତତିଗଣ
Mahapadma Nanda
ବାପା Nandivardhana

ମହାନନ୍ଦିନ,  ଭାରତୀୟ ଉପମହାଦେଶର ଶ୍ରୀଶ୍ରୁଙ୍ଗ ବଂଶର ଜଣେ ରାଜା ଥିଲେ । ପ୍ରାଚୀନ ଭାରତର ପାଟଳିପୁତ୍ର ଅଞ୍ଚଳରେ ଥିବା ବିଶାଳ ରାଜ୍ୟକୁ ସେ ଶାସନ କରୁଥିଲେ । ଆଧୁନିକ ପାଟଳିପୁତ୍ର ବର୍ତ୍ତମାନ ବିହାରର ପାଟଣା । 

ଜୀବନୀ [ସମ୍ପାଦନା]

ପୂରଣ ଅନୁସାରେ ନନ୍ଦିବିର୍ଦ୍ଧନଙ୍କୁ ନବମ ଶ୍ରୀ ଶ୍ରୁଙ୍ଗ ରାଜା କୁହାଯାଇଥାଏ ଓ ତାଙ୍କର ପୁତ୍ର ମହାନନ୍ଦିନ ଦଶମ ରାଜା ଥିଲେ । ମହାନନ୍ଦିନଙ୍କ ଏକ ଶୂଦ୍ର ଜାତିର ପତ୍ନୀଙ୍କ ଅବେଇଧ ପୁତ୍ର ମହାପ୍ରସାଦ ନନ୍ଦା ତାଙ୍କୁ ହତ୍ୟା କରିଥିଲା ।  [୧]

ଆଧାର [ସମ୍ପାଦନା]

  1. Mookerji 1988, p. 10.

ସ୍ରୋତ ସମୂହ [ସମ୍ପାଦନା]

  • Mookerji, Radha Kumud (1988), Chandragupta Maurya and his times (4th ed.), Motilal Banarsidass, ISBN 81-208-0433-3 {{citation}}: More than one of |ISBN= and |isbn= specified (help)
  • Smith, Vincent A. (2008), Jackson, A. V. Williams (ed.), History of India, in Nine Volumes, vol. II - From the Sixth Century B.C. to the Mohammedan Conquest, Including the Invasion of Alexander the Great, Cosimo Classics, ISBN 978-1-60520-492-5 {{citation}}: More than one of |ISBN= and |isbn= specified (help)