ସୁବାହୁ

ଉଇକିପିଡ଼ିଆ‌ରୁ
ସୁବାହୁ

ସୁବାହୁ (ସଂସ୍କୃତ: सुबाहु Supāhu, Tamil: சுபாகு Cupāku, ଛାଞ୍ଚ:Lang-kan, Thai: Sawahu)ମହାପୁରାଣ ରାମାୟଣର ଏକ ରାକ୍ଷସ ଚରିତ୍ର । ରାମାୟଣର ତାଡକା ତାଙ୍କର ମାଁ ଥିଲେ ଓ ଏହି ଦୁହେଁ ଅରଣ୍ୟାରେ ତପସ୍ୟାରତ ଥିବା ମୁନି ରିଷିମାନଙ୍କୁ ଖୁବ ହଇରାଣ କରୁଥିଲେ । ମହାମୁନି ବିଷବାମତ୍ରଙ୍କ ଯଜ୍ଞ ସମୟରେ ସେମାନେ ବିଭିନ୍ନ ବ୍ୟାଘ୍ରାତ ସୃଷ୍ଟି କରୁଥିଲେ । 

ବିଶ୍ୱାମିତ୍ର ଦଶରଥ ରାଜାଙ୍କୁ ଏହି ରାକ୍ଷସ ମାନଙ୍କ ଉତ୍ପାତରୁ ରକ୍ଷୟା କରିବାରେ ସାହାଯ୍ୟ କରିବାକୁ କହିଥିଲେ । ଦଶରଥ ତାଙ୍କର ଦୁଇ ଜଣ  ପୁତ୍ର ରାମ ଓ ଲକ୍ଷ୍ମଣଙ୍କୁ ପଠେଇ ଥିଲେ । ତାଡକା ଓ ସୁବାହୁ ଯଜ୍ଞା ସମୟରେ ହୋମ ସ୍ଥଳୀରେ ରକ୍ତ ଓ ମାନଶା ପକେଇବାରୁ ରାମ ଓ ଲକ୍ଷ୍ମଣ ସେମାନନକୁ ନିପାତ କରିଥିଲେ । 

References[ସମ୍ପାଦନା]