ବାଙ୍କାପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାଙ୍କାପୁର
ಬಂಕಾಪುರ
city
Country India
StateKarnataka
DistrictHaveri
Area
 • ସମୁଦାୟ8 km2 (3 sq mi)
Elevation
578 m (1,896 ft)
Population
 (2001)
 • Total୨୦,୨୬୪
 • Density2,533/km2 (6,560/sq mi)
Languages
Time zoneUTC+5:30 (IST)
PIN
581 202
Telephone code08378
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA
Websitekarnataka.gov.in

ବଙ୍କାପୁର ଭାରତୀୟ ରାଜ୍ୟ କର୍ଣାଟକର ହାଭେରୀ ଜିଲ୍ଲାର ଏକ ମୁନସିପାଳ ସହର । ଏହା ଶୀଗଗନ ତାଲୁକରେ ରହିଛି ଓ ପୁନେ ବାଙ୍ଗାଲୋର ଜାତୀୟ ରାଜପଥ 14ରୁ 2.5 କିଲୋମିଟର ତଥା ହାଭେରୀ ସହରରୁ 22 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ଏଇତିହାସିକ ସ୍ଥଳ । ଏଠାରେ ନାଗେଶ୍ୱର ମନ୍ଦିର, ବଙ୍କାପୁର ଦୁର୍ଗ ଓ ବଙ୍କାପୁର ମାୟୁର ଅଭୟାରଣ୍ୟ ରହିଛି । କନକ ଦାସଙ୍କ ଜନ୍ମ ସ୍ଥାନ ବାଡା ଏହା ନିକଟରେ ରହିଛି । 

ପରିଚୟ [ସମ୍ପାଦନା]

ହାଭରି ଜିଲ୍ଲାରେ 50ରୁ ଉର୍ଦ୍ଧ ପ୍ରତ୍ନତତ୍ତ୍ୱିକ ସ୍ଥଳ ରହିଛି । ତାହା ମଧ୍ୟରୁ ସିଦ୍ଧେଶ୍ୱର ମନ୍ଦିର ହାଭେରୀ , ଗଲାଘାନ୍ତେଶ୍ୱର ମନ୍ଦିର , ଶିବ ମନ୍ଦିର , ତରକେଶ୍ୱରୀ ମନ୍ଦିର ମୁଖ୍ୟ । 

ଇତିହାସ [ସମ୍ପାଦନା]

Old Kannada inscription (late 11th - early 12th century) at Nagaresvara Temple in Bankapura, Karnataka

ଚାଲୁକ୍ୟ ଶାସନ କାଳରେ ଅନେକ ମନ୍ଦିର ଏଠାରେ ନିର୍ମିତ ହେଇଥିଲା । 1567 ମସିହାରେ ଅଲି ଆଦିଲ୍ଶହୀଙ୍କ ଆକ୍ରମଣ ସମୟରେ ସେ ମଧ୍ୟରୁ ଅନେକ ମନ୍ଦିରକୁ ଦ୍ୱଂଶ କରାଯାଇଥିଲା । ବର୍ତ୍ତମାନ ଭଗ୍ନ ଦୁର୍ଗ ମଧ୍ୟରେ ରଙ୍ଗନାଥ ନାଗେଶ୍ୱର ମନ୍ଦିର ରହିଛି । ସେଥିରେ 66ଟି ସ୍ତମ୍ଭ ପଥର ଖୋଦନ ଚିତ୍ର ସହ ରହିଛି । ଦୁର୍ଗ ଭିତରେ ଏକ ମସଜିଦ ମଧ୍ୟ ରହିଛି । ଏଠାରେ ଜୈନ ଲିଖନ ସବୁ ମଧ୍ୟ ଦେଖା ଯାଇଥାଏ । 

16 ଶ ଶତାବ୍ଦୀରେ ହିନ୍ଦୁ ବ୍ରାହ୍ମଣମାନେ ଏଠାରେ ଆକ୍ରମଣ କରି ଏକ ବର୍ଷ କାଳ ଯୁଦ୍ଧ କରିଥିଲେ । କିନ୍ତୁ ପରିଶେଷରେ ମୁସ୍ତାଫା ଖାନ ଏହାକୁ ଅଧିକାର କରିଥିଲେ । ଏହା ସଭାନୁରର ନବାବ , ମରଠା ,ଙ୍କଦ୍ୱାରା କିଛି କାଳ ଶାସିତ ହେଲା ପରେ ହାଇଦର ଅଲି ଓ ତିପୁ ସୁଲତାନ ଏହାକୁ ଅଧିକାରରେ ରଖିଥିଲେ । ଶେଷରେ ଏହା ବ୍ରିଟିଶମାନଙ୍କ ଅଧିକାରକୁ ଯାଇଥିଲା ।   [୧]

ବଙ୍କାପୁର ଦୁର୍ଗ [ସମ୍ପାଦନା]

ଭଗ୍ନ ବଙ୍କାପୁର ଦୁର୍ଗ ଭିତରେ ଚାଲୁକ୍ୟଙ୍କ ଏକ ମଦିର ରହିଛି । ବଙ୍କାପୁରଠାରେ ଅନେକ ଏଇତିହାସିକ ଯୁଦ୍ଧ ହେଇଥିଲା । ନାଗରେଶ୍ୱର ମନ୍ଦିରରେ ଅନେକ ଭଙ୍ଗାରୁଜା ହେଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସୁନ୍ଦରତା ଅନେକ ପରିମାଣରେ ରହିଛି । 

ନାଗରେଶ୍ୱର ମନ୍ଦିର [ସମ୍ପାଦନା]

Bankapur Nagaresvara Temple door panels
Bankapura Nagareswara temple

ମୟୁର ଅଭୟାରଣ୍ୟ [ସମ୍ପାଦନା]

Bankapura Nagareswara temple

ଜନସଂଖ୍ୟା[ସମ୍ପାଦନା]

 2001 ମସିହା ଆରା ଜନଗଣନା ଅନୁସାରେ ଏଠାରେ 20,264 ଜନ ବସବାସ କରୁଥିଲେ । ତାହା  ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିଲା ଓ ମହିଳା ସଂଖ୍ୟା 47 % ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 59 % ଥିଲା ଯାହା ଜାତୀୟ ହାରଠାରୁ କମ । [୨]

ବାହାର ଲିଙ୍କ [ସମ୍ପାଦନା]

  • Bankapura Fort on Google Maps
  1. "Many pillared wonder - Nagareshwara temple at Bankapura". B V Prakash - Deccanherald. Retrieved 2013-06-03.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.

ଆଧାର [ସମ୍ପାଦନା]

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bankapura
ಬಂಕಾಪುರ
city
Country India
StateKarnataka
DistrictHaveri
Area
 • ସମୁଦାୟ8 km2 (3 sq mi)
Elevation
578 m (1,896 ft)
Population
 (2001)
 • Total୨୦,୨୬୪
 • Density2,533/km2 (6,560/sq mi)
Languages
Time zoneUTC+5:30 (IST)
PIN
581 202
Telephone code08378
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA
Websitekarnataka.gov.in