ଜନର୍ଦ୍ଧନ ନାଭଲେ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମJanardan Gyanoba Navle
ବ୍ୟାଟିଂ ପ୍ରକାରRight-hand bat (RHB)
ବୋଲିଂ ପ୍ରକାରn/a
ଭୂମିକାWicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 6)25 June 1932 v England
ଶେଷ ଟେଷ୍ଟ15 December 1933 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 65
ମୋଟ ରନ 42 1,976
ବ୍ୟାଟିଂ ହାର 13.00 19.18
ଶତକ/ଅର୍ଦ୍ଧଶତକ 0/0 0/9
ସର୍ବାଧିକ ରନ 13 96
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - 0
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 1 100/36
Source: [୧]

ଜନର୍ଦ୍ଧନ ଜ୍ଞାନୋବା ନାଭଲେ ଶବଦ ବିଷୟରେ pronunciation (pronounced Nuw-lay) (7 ଡିସେମ୍ବର 1902-7 ସେପ୍ଟେମ୍ବର 1979 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଥିଲେ । 

Career[ସମ୍ପାଦନା]

ଭାରତୀୟ ଟେଷ୍ଟ ଦଳର ଇଂଲଣ୍ଡ ଗସ୍ତ ସମୟ ଦଳ ସହ ଜନାର୍ଦନ ନାଭଲେ 

ସେ ଭାରତର ପ୍ରଥମ ଖେଲାଯାଇଥିବା ଟେଷ୍ଟରେ ଓପନିଂ ବେତସ ମେନ ଭାବରେ ପ୍ରଥମ ବଲକୁ ସାମ୍ନା କରିବାର ଗର୍ବର ଅଧିକାରୀ । ଏହା ଏକ ଏଇତିହାସିକ ମୁହୂର୍ତ ଭାରତୀୟକ୍ରିକେଟ ପାଇଁ ଥିଲା । ସେ ଭାରତ ଦଳର ୱିକେଟ କିପର ମଧ୍ୟ ଥିଲେ । ବମ୍ବେ ଦଳ ପାଇଁ ଘରେଇ ପେଣ୍ଟାଙ୍ଗୁଳାର ତୁର୍ଣାମେଣ୍ଟରେ ସେ ୱିକେଟ କିପର ଥିଲେ । ସେ ମାତ୍ର 2ଟି ଟେଷ୍ଟ ଭାରତ ପାଇଁ ଖେଳି 44 ରନ କରିଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ପରବର୍ତ୍ତୀ ଜୀବନରେ ସେ ଚିନୀ କଳରେ ନି ରାପତ୍ତା ରକ୍ଷୀ ଭାବରେ କମ କରିଥିଲେ ଓ ନିରାଡମ୍ବର ଭାବରେ ରହୁଥିଲେ । 

ଆଧାର [ସମ୍ପାଦନା]