ବାଲୂ ଗୁପ୍ତେ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମBalkrishna Pandharinath Gupte
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରLegbreak googly
ସମ୍ପର୍କୀୟSubhash Gupte (Brother)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 100)13 January 1961 v Pakistan
ଶେଷ ଟେଷ୍ଟ5 March 1965 v New Zealand
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 3 99
ମୋଟ ରନ 28 587
ବ୍ୟାଟିଂ ହାର 28.00 9.17
ଶତକ/ଅର୍ଦ୍ଧଶତକ -/- -/-
ସର୍ବାଧିକ ରନ 17* 35
ବଲ ସଂଖ୍ୟା 678 10379
ଉଇକେଟ 3 417
ବୋଲିଂ ହାର 116.33 24.88
ଇନିଙ୍ଗସରେ ୫ଟି ଉଇକେଟ - 26
ମ୍ୟାଚରେ ୧୦ଟି ଉଇକେଟ - 5
ସବୁଠୁ ଭଲ ବୋଲିଂ 1/54 9/55
କ୍ୟାଚ/ଷ୍ଟମ୍ପିଙ୍ଗ -/- 21/-
Source: [୧]

ବାଳକୃଷ୍ଣ ପାନ୍ଧରିନାଥ ଗୁପ୍ତେ  ଶବଦ ବିଷୟରେ pronunciation (ଜନ୍ମ ଅଗଷ୍ଟ 30 , 1934 -ପରଲୋକ 5 ଜୁଲାଇ 2005)  ଜଣେ ପୂର୍ବତନ  ଭାରତୀୟ କ୍ରିକେଟର । ସେ ଜଣେ ସ୍ପିନ ବୋଲର ଥିଲେ । 

ଗୁପ୍ତେବୋମ୍ବେରେ ଜନ୍ମ ଗ୍ରହଣ କରି 1960-61 ମସିହାରେ ତାଙ୍କର ପ୍ରଥମ ଟେଷ୍ଟ ମଦ୍ରାସଠାରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲେ । ସେ ଭାରତ ପାଇଁ 1960ରୁ 1965 ମଧ୍ୟରେ 3ଟି ଟେଷ୍ଟ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ 1953 ମସିହାରୁ 1968 ମସିହା ଯାଏ ଖେଳି ଥିଲେ। ଏହି ସମୟ ମଧ୍ୟରେ ସେ ବୋମ୍ବେ , ବେଙ୍ଗଳ ଓ ରେଳବାଇ ତରଫରୁ ଖେଳିଥିଲେ । 

ତାଙ୍କର ସାନ ଭାଇ ସୁଭାଷ ଗୁପ୍ତେ ଭରତର ନାମଜାଦା ସ୍ପିନ ବୋଲର ଭାବରେ ଖେଳିଥିଲେ । 

ବାହାର ଲିଙ୍କ [ସମ୍ପାଦନା]