ଚାନ୍ଦୁ ସର୍ବତେ

ଉଇକିପିଡ଼ିଆ‌ରୁ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm off-break, Leg-break
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 9 171
ମୋଟ ରନ 208 7430
ବ୍ୟାଟିଂ ହାର 13.00 32.73
ଶତକ/ଅର୍ଦ୍ଧଶତକ -/- 14/38
ସର୍ବାଧିକ ରନ 37 246
ବଲ ସଂଖ୍ୟା 658 27533
ଉଇକେଟ 3 494
ବୋଲିଂ ହାର 124.66 23.54
ଇନିଙ୍ଗସରେ ୫ଟି ଉଇକେଟ - 26
ମ୍ୟାଚରେ ୧୦ଟି ଉଇକେଟ - 3
ସବୁଠୁ ଭଲ ବୋଲିଂ 1/16 9/61
କ୍ୟାଚ/ଷ୍ଟମ୍ପିଙ୍ଗ -/- 91/-
Source: [୧]

ଚନ୍ଦ୍ରଶେଖର ତ୍ରିମ୍ବକ ସର୍ବତେ  ଶବଦ ବିଷୟରେ pronunciation  ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ 22 ଜୁଲାଇ 1920 ମସିହାରେ ମଧ୍ୟ ପ୍ରଦେଶର ସାଗରଠାରେ ହେଇଥିଲା ଓ ମୃତ୍ୟୁ 23 ଡିସେମ୍ବର 2003ରେ ଇନ୍ଦୋରଠାରେ ଘଟିଥିଲା । ସେ ଜଣେ ଅଲରାଉଣ୍ଡର ଥିଲେ ଓ ଭାରତ ପାଇଁ 1946ରୁ 1951 ମସିହା ମଧ୍ୟରେ 9ଟି ଟେଷ୍ଟ ଖେଳିଥିଲେ । ତାଙ୍କର ବାଟିଙ୍ଗ ହାର 13.00 ଥିଲା । ସେ ଜଣେ ସ୍ୱଳ୍ପ ଗତି ସ୍ପିନ ବୋଲର ମଧ୍ୟ ଥିଲେ । 

 ଘରେଇ କ୍ରିକେଟ ଅବଦାନ  ପ୍ରଥମ ଶ୍ରେଣୀ କ୍ରିକେଟରେ ଚନ୍ଦୁ 32 ବର୍ଷ ଧରି କେନ୍ଦ୍ରୀୟ ପ୍ରଭିନ୍ସ , ବେରାର , ମହାରାଷ୍ଟ୍ର , ହିନ୍ଦୁସ , ବମ୍ବେ , ହୋଲକାର , ମଧ୍ୟପ୍ରଦେଶ ଓ ବିଦର୍ଭ ଦଳ ପାଇଁ ଖେଳିଥିଲେ । ତାଙ୍କର ଶ୍ରେଷ୍ଠ ଇନିଂସରେ ସେ 1046 ମସିହାରେ ଭାରତ ବନାମ ସରେ ମେଚରେ ଅଭଲଠାରେ ଖେଳି ଶୁତେ ବାନାର୍ଜୀଙ୍କ ସହ ମିଶି 249 ରnର ଭାଗୀଦାରୀ ଶେଷ ୱିକେଟ ପାଇଁ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ପ୍ରଥମ ଅବସର ଥିଲା ଯେଉଥିରେ ଶେଷ ଦୁଇ ବେଟସ ମେନ ଶତକ ଅର୍ଜନ କରିଥିଲେ  ।[୧] ଏହା ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠ ଭାଗୀଦାରୀ ରେକର୍ଡ ହେଇ ରହିଛି । ତାଙ୍କର ଘରେଇ ଖେଳରେ ହୋଲକାର ତରଫରୁ ବଙ୍ଗଳା ବିପକ୍ଷରେ 246 ରନ ସର୍ବଶ୍ରେଷ୍ଠ ଥିଲା । ତାଙ୍କର ଶ୍ରେଷ୍ଠ ବୋଲିଂ 9/61 ଥିଲା ଯାହା ସେ ମହିଶୂର ବିରୂଢରେ କରିଥିଲେ । ବାଟିଙ୍ଗରେ ତାଙ୍କର ହାର ଘରେଇ କ୍ରିକେଟରେ 32.73 ଓ ବୋଲିଂରେ 23.54 ଥିଲା ।  

ସର୍ବତେ 1980 ମସିହା ପ୍ରାରମ୍ଭରେ 3 ବର୍ଷ ପାଇଁ ଜାତୀୟ କ୍ରିକେଟ ଚୟନକର୍ତା ଥିଲେ । ବିଶ୍ୱ କପ ବିଜୟୀ 1983ର ଦଳ ବାଛିଲା ବେଳେ ସେ ଚୟନକର୍ତା ଭାବରେ ଥିଲେ । ସେ ଅନେକ ଥର ଚୟନ ବୋର୍ଡ  ର ଚେୟାରମ୍ୟାନ ରହିଥିଲେ । 

ଆଧାର [ସମ୍ପାଦନା]

  1. Frindall, Bill (2009). Ask Bearders. BBC Books. pp. 182–183. ISBN 978-1-84607-880-4.

ବାହାର ଲିଙ୍କ [ସମ୍ପାଦନା]