ଝୁମ୍ପୁରା

Coordinates: 21°51′58″N 85°33′25″E / 21.866°N 85.557°E / 21.866; 85.557
ଉଇକିପିଡ଼ିଆ‌ରୁ
(ଝୁମପୁରାରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଝୁମ୍ପୁରା
ଗ୍ରାମ/ସହର (ପଞ୍ଚାୟତ)
ଝୁମ୍ପୁରା is located in Odisha
ଝୁମ୍ପୁରା
ଝୁମ୍ପୁରା
ଓଡ଼ିଶାରେ ଝୁମ୍ପୁରାର ଅବସ୍ଥିତି
ଝୁମ୍ପୁରା is located in India
ଝୁମ୍ପୁରା
ଝୁମ୍ପୁରା
ଝୁମ୍ପୁରା (India)
Coordinates: 21°51′58″N 85°33′25″E / 21.866°N 85.557°E / 21.866; 85.557
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର
Population
 (୨୦୧୭)
 • Total୧୬୦୬୪
ଭାଷା
 • ଆଧିକାରିକଓଡ଼ିଆ
 • ଅନ୍ଯାନ୍ଯ ସ୍ଥାନୀୟ ଭାଷାହୋ
Time zoneUTC+୫:୩୦ (ଆଇଏଷ୍ଟି)
ଯାନବାହାନ ପଞ୍ଚୀକରଣOD 09
Websiteodisha.gov.in

ଝୁମ୍ପୁରାଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ଓ ବ୍ଲକ ଅଟେ ।[୧] ଏହା ଜିଲ୍ଲାର ବ୍ୟସ୍ତତମ ବଜାର ଅଟେ ।

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଝୁମପୁରର ଭୌଗୋଳିକ ଅବସ୍ଥିତି 21.866°N 85.557°Eଠାରେ । 

ଜନସଂଖ୍ୟା [ସମ୍ପାଦନା]

ଝୁମପୁରର ଲୋକ ସଂଖ୍ୟା ୨୦୦୧ ଜନଗଣନା[୨] ଅନୁସାରେ ୫୨୬୫ ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୫୨% ହେଇଥିବାବେଳେ ମହିଳା ସଂଖ୍ୟା ୪୮% ଥିଲା । ଏହାର ଶତକଡା ୧୩ ଭାଗ ୬ ବର୍ଷରୁ କମ୍ ବୟସର ଥିଲେ । ସାକ୍ଷରତା ହାର ୬୮% ଥିଲା , ଯାହା ଭାରତର ସେ ସମୟର ହାରଠାରୁ ଅଧିକ ରହିଥିଲା ।

୨୦୧୧ ଜନଗଣନା[୩] ସମୟରେ ଏହି ସହରର ଲୋକ ସଂଖ୍ୟା ବୃଦ୍ଧି ଘଟି ୬୦୬୪ ହେଇଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୩୧୫୩ ହେଇଥିବା ବେଳେ ମହିଳା ସଂଖ୍ୟା ୨୯୧୧ ଥିଲା ଓ ୬ ବର୍ଷରୁ କମ ସଂଖ୍ୟା ୧୨.୮୦% ରହିଥିଲା । ସାକ୍ଷରତା ହାରରେ ମଧ୍ୟ ଉନ୍ନତି ଘଟି ତାହା ୮୨.୭୩ ହେଇଥିଲା ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ୧୩୨୩ଟି ପରିବାର ରହୁଥିବାର ଗଣନା କରାଯାଇଥିଲା । ଏହି ଜନସଂଖ୍ୟା ଭିତର ୩୯.୩୬% ମୁସଲିମ ଥିଲେ । କିଛି ସଂଖ୍ୟାରେ ଶିଖ ଓ ଖ୍ରୀଷ୍ଟିୟାନ ଥିଲେ ମଧ୍ୟ ବାକି ସମସ୍ତେ ହିନ୍ଦୁ ଥିଲେ ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

  • ଗ୍ରୀନ୍ଫିଲ୍ଡ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଝୁମ୍ପୁରା
  • ପଞ୍ଚାୟତ ସମିତି ବିଦ୍ଯାଳୟ
  • କେରଲା ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ମିଶବାହ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଝୁମ୍ପୁରା
  • ଝୁମ୍ପୁରା ମକ୍ତବ

ଆଧାର[ସମ୍ପାଦନା]

  1. "KEONJHAR District - Jhumpura Block - Jhumpura Panchayat Information". www.naveenpatnaik.com. naveenpatnaik.com. Archived from the original on 17 August 2019. Retrieved 17 August 2019.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. http://www.census2011.co.in/data/town/385564-jhumpura-orissa.html