ରାଜଗଡ ରାଜ୍ୟ

ଉଇକିପିଡ଼ିଆ‌ରୁ
ଏହା ରାୟଗଡ଼ ରାଜ୍ୟ ଠାରୁ ଭିନ୍ନ

ରାଜଗଡ ରାଜ୍ୟ
राजगढ़ रियासत
Princely State of British India
Late 15th century–1948

Flag of Rajgarh

Flag

Location of Rajgarh
Location of Rajgarh
Rajgarh State in the Imperial Gazetteer of India
History
 •  Established Late 15th century
 •  Accession to the Union of India 1948
Area
 •  1931 ୨,୪୩୫ km2 (୯୪୦ sq mi)
Population
 •  1931 ୧,୩୪,୮୯୧ 
Density ୫୫.୪ /km2  (୧୪୩.୫ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ରାଜଗଡ ରାଜ୍ୟର ରାଜପୁତ ଶାସକ 

ରାଜଗଡ ରାଜ୍ୟ (Hindi Name: राजगढ़) ବ୍ରିଟିଶ ଶାସନ କାଳରେ ଥିବା ଏକ ଭାରତୀୟ ରାଜପୁତ ରାଜକୀୟ ରାଜ୍ୟ । ରାଜଗଡ ସହର ଏହାର ରାଜଧାନୀ ଥିଲା ।ଏହା ବ୍ରିଟିଶ ଅମଳରେ ହୋପାଳ ଏଜେନ୍ସି ଅଧୀନରେ ଥିଲା । 

ରାଜଗଡ ରାଜ୍ୟର ଆୟତନ 2,492 ବର୍ଗ କିଲୋମିଟର ଥିଲା ଏବଂ 1901 ଜୁଆନଗଣନା ସମୟରେ ଏହାର ଜନସଂଖ୍ୟା 88,376 ଥିଲା । ଏହା ଏକ କୃଷିପ୍ରଧାନ ଅଞ୍ଚଳ ଥିଲା ଓ ଶଷ୍ୟ ଓ ଅଫିମ ଚାଷ ହେଇ ଏଠାରୁ ଅନନ୍ୟ ରାଜ୍ୟକୁ ରପ୍ତାନି ହଉଥିଲା । 

ଇତିହାସ [ସମ୍ପାଦନା]

ପୂର୍ବରୁ ଥିବା ଉମାତ୍ୱରା ନାମକ ରାଜ୍ୟର ମୁଖ୍ୟଙ୍କୁ ରାୱତ ( ରାଜା ) ଉପାଧି 1448 ମସିହାରେ  ପ୍ରଦାନ କରାଯାଇ ଥିଲା ।ଏ3ହି ରାଜ୍ୟକୁ 1681 ମସିହାରେ ଦ୍ୱିଭକ୍ତ କରାଯାଇ ରାଜଗଡ ଓ ନରାଶିଙ୍ଘାଗଡ ରାଜ୍ୟ ସ୍ଥାପିତ ହେଇଥିଲା । ତତ୍କାଳୀନ ରାଜା ରାୱାତ ଛତର ସିଂହଙ୍କ ଦୁଇ ପୁତ୍ର ରୱାତ ମୋହନ ସିଂହ ଓ ରାୱତ ପରସରାମଜୀଙ୍କୁ ତାହା ମିଳିଥିଲା । ରାଜାଙ୍କ ଝିଅ ହିମାଳୟ ଅଞ୍ଚଳକୁ ପଳାଯନ କରି ସେଠାରେ ମଧ୍ୟ ରାଜଗଡ ନାମରେ ରାଜ୍ୟ ସ୍ଥାପନ କରିଥିଲେ । ତାହା ଏବେ ହିମାଚଳପ୍ରଦେଶରେ ଅବସ୍ଥିତ ଏକ ଅଞ୍ଚଳ । 

1947 ମସିହାରେ ଭାରତ ସ୍ୱାଧୀନ ହେଲା ପରେ 1948 ମସିହାରେ ଏହି ରାଜ୍ୟ ଭାରତୀୟ ରାଜ୍ୟସମୂହ ସହ ବିଲୟ ହେଲା ଓ 1956 ପରେ ଏହା ମଧ୍ୟପ୍ରଦେଶ ସହ ରହିଥିଲା । 

ଶାସକ [ସମ୍ପାଦନା]

The rulers of Rajgarh State were Rajputs of the Ponwar (Umat) clan and were entitled to an 11-gun salute.

ରାୱତ[ସମ୍ପାଦନା]

  • 1638 - 14 April 1714 Mohan Singh (d. 1714)
  • 1714? - 1740 Amar Singh
  • 1740 - 1747 Narpat Singh
  • 1747 - 1775 Jagat Singh
  • 1775 - 1790 Hamir Singh
  • 1790 - 1803 Pratap Singh
  • 1803 - 1815 Prithvi Singh
  • 1815 - 1831 Newal Singh (d. 1831)
  • 1831 - 1872 Rawat Moti Singh (b. 1814 - d. 1880) see below
  • 1846 - November 1847 Thakur Khok Singh -administrator

ନବାବ [ସମ୍ପାଦନା]

  • 1872 - Oct 1880 Mohammad `Abd al-Wasih Khan (s.a.) (previously Rawat as Rawat Moti Singh)

ରାବତ[ସମ୍ପାଦନା]

  • 1880 - 1882 Bakhtawar Singh (d. 1882)
  • 6 July 1882 - 1 Jan 1886 Balbhadra Singh (b. 1857 - d. 1902) see below

ରାଜା [ସମ୍ପାଦନା]

  • 1 Jan 1886 - Jan 1902 Balbhadra Singh (s.a.)
  • 20 Jan 1902 - 9 Jan 1916 Bane Singh (b. 1857 - d. 1916) (from 1 Jan 1908, Sir Bane Singh)
  • 20 Aug 1908 - 21 Nov 1940 Ram Singh (Section in Himachal Pradesh)
  • 17 Jan 1916 - 26 Oct 1936 Birendra Singh (b. 1878 - d. 1936) (from 1 Jan 1918, Sir Birendra Singh)
  • 18 Dec 1936 - 15 Aug 1947 Bikramaditya Singh (b. 1936)
  • 21 Nov 1940 - 15 Aug 1947 Ram Charan Singh (Section- Himachal)

ପୁନଶ୍ଚ ପଠନ [ସମ୍ପାଦନା]

  • List of Rajput dynasties and states
  • Political integration of India

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]