ସବର୍ଣା ସଂରହଶାଳା, କଲିକତା

ଉଇକିପିଡ଼ିଆ‌ରୁ

ସବର୍ଣାସଂରହଶାଳା (সাবর্ণ সংগ্রহশালা) , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତା ସହରରେ ସ୍ଥାପିତ ଏକ ବେସରକାରୀ ସଂଗ୍ରହାଳୟ।ଏହା ସବର୍ଣା ଚୌଧୁରୀ ପରିବାର ପରିଷଦ ତରଫରୁ 2005 ମସିହାରେ ଏଇତିହାସିକ ପ୍ରତ୍ନତତ୍ତ୍ୱ ଦ୍ରବ୍ୟ  ର ସଂଗ୍ରହ ଓ ସଂରକ୍ଷନ ପାଇଁ ସ୍ଥାପନ କରାଯାଇଛି ।  

ସଂଗ୍ରହାଳୟ [ସମ୍ପାଦନା]

ଏହା କଲିକତା ସହରର ବାରିଷା ଥରେ ଅବସ୍ଥିତ । ଏଠାରେ ବିରଳ ଏଇତିହାସିକ ନଥିପତ୍ର ସବୁ ସହ ଏଇତିହାସିକ ଗବେଷଣା ପାଇଁ ଆବଶ୍ୟକ ଦ୍ରବ୍ଯ ସବୁ ସଂରୁହିତ ହେଇ ରକ୍ଷା ଯାଇଛି । 18ଶ ଓ 19 ଶ ଶତାବ୍ଦୀର ଅନେକ ଦଲିଲ ସହ କବିଲାତିପତ୍ର କବି ରମପରସଦ ସେନଙ୍କ ହସ୍ତଲିପି ଯୁକ୍ତ ନଥିପତ୍ର , 1840 ମସିହାର ମାଟିପତ୍ର ହୂକାହ , 1845ର ବଟିବା ପଥର , ଧାତବ ମହମବତୀ ଷ୍ଟାଣ୍ଡ ବିରଳ ଷ୍ଟାମ୍ପ ଇତ୍ୟାଦି ରହିଛି । ବିଭିନ୍ନ ସମୟର ବିରଳ ମୁଦ୍ରା ମଧ୍ୟ ରହିଛି । 

Aକଲିକତା ହାଇ କୋଟର ଏଇତିହାସିକ ଦଲିଲ ଓ ରିପୋର୍ଟ , ଆଳିକତା ସହରର ସ୍ଥାପନ ସହିତ ଜଡ଼ିତ ହାଇ କୋଟର ନିଷ୍ପତ୍ତିପତ୍ର  ମଧ୍ୟ ଏଠାରେ ରହିଛି । [୧][୨][୩]

ଲାଇବ୍ରେରୀ [ସମ୍ପାଦନା]

ସଂଗ୍ରହାଳୟର ନିଜସ୍ୱ ଲାଇବ୍ରେରୀରେ ଅନେକ ପୁରାତନ ପୁସ୍ତକ ଓ ପାଣ୍ଡୁଲିପି ରହିଛି । ଏହାକୁ ପରେ ଡିଜିଟାଲ କରାଯାଇ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି । ବିଶ୍ୱର ବିଭିନ୍ନ ଅଞ୍ଚଳର ପୁରାତନ ପୁସ୍ତକ ସବୁ ମଧ୍ୟ ଏଠାରେ ସ୍ଥାନିତ । .[୪]

ପ୍ରକାଶନ [ସମ୍ପାଦନା]

ମନ୍ନା ପ୍ରକାଶନ ସହଯୋଗିତାରେ ଏଠାରୁ ବିଭିନ୍ନ ପ୍ରକାଶନ ସବୁ ବାହାରିଥାଏ । ବଙ୍ଗୀୟ ସବର୍ଣା କଥା କାଳୀକ୍ଷେତ୍ର କଲିକତା ମଧ୍ୟ ଏଠାରୁ ପ୍ରକାଶ ହୁଏ । 

ଦୀପକ ରାୟ ଚୌଧୁରୀଙ୍କ ସମ୍ପାଦିତ International History & Heritage Exhibition ଏଠାରେ ପ୍ରକାଶିତ ହେଇଥିଲା ।

ଆଧାର [ସମ୍ପାଦନା]