ଅଭିଷେକ ଯାଦବ (ଫୁଟବଲ ଖେଳାଳି)

ଉଇକିପିଡ଼ିଆ‌ରୁ
ଅଭିଷେକ ଯାଦବ
Personal information
Full name ଅଭିଷେକ ଯାଦବ
Date of birth (1980-06-10) ୧୦ ଜୁନ ୧୯୮୦ (ବୟସ ୪୩)
Place of birth Kanpur, India
Height 6 ft 2 in (1.88 m)
Playing position Striker
Club information
Current team
Mumbai
Number -
Senior career*
Years Team Apps (Gls)
1999–2000 Mahindra United 0 (0)
2000–2001 Churchill Brothers 14 (2)
2002–2007 Mahindra United 49 (14)
2007–2014 Mumbai 87 (28)
2014–2015 Mumbai City 4 (1)
2015–2016 Mumbai 10 (0)
National team
2002–2011 India 62 (17)

* Senior club appearances and goals counted for the domestic league only and correct as of 19:25, 30 May 2015 (UTC).

‡ National team caps and goals correct as of 01 December 2014


ଅଭିଷେକ ଯାଦବ (ଜନ୍ମ ୧୦ ଜୁନ , ୧୯୮୦ ) ଜଣେ ଭାରତୀୟ ପେଷାଦାର ଫୁଟବଲ ଖେଳାଳି । ସେ ଭାରତୀୟ ଌଗରେ ମୁମ୍ବାଇ F. C.ତରଫରୁ ଷ୍ଟ୍ରାଇକର ଭାବରେ ଖେଳନ୍ତି । ୬ ଫୁଟ ୨ ଇଞ୍ଚ ଉତ୍ଛ ଅଭିଷେକ ଭାରତର ଜଣେ ଅଗ୍ରଣୀ ଫୁଟବଲଲ ଷ୍ଟ୍ରାଇକର । ସେ ' ଫୁଟବଲ ସ୍କୁଲ ଅଫ ଇଣ୍ଡିଆ " ନାମକ ଏକ ଅନୁଷ୍ଠାନ ଖୋଲି ଭାରତର ମୁମ୍ବାଇ , ପୁନେ , ନାସିକ , କଲିକତା ଓ ବାଙ୍ଗାଲୋରଠାରେ ତରୁଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଅନ୍ତି ।  

କ୍ଲବ ସ୍ତର ଅବଦାନ [ସମ୍ପାଦନା]

୧୯୯୮/୯୯ ସିଜନରେ ଅଭିଷେକ ରାଷ୍ଟ୍ରୀୟ କେମିକାଲ ଫର୍ଟିଲାଇଜର ତରଫରୁ ଖେଳୁଥିବା ଅଭିଷେକ ୨୦୦୦/୨୦୦୧ ସିଜନ ପାଇଁ ଚର୍ଚିଲ ବ୍ରଦର , ଓ ପରେ ମହିନ୍ଦ୍ରା ଓ ମହିନ୍ଦ୍ରା ର୍ଟରଫରୁ ଖେଳିଲେ । ତାଙ୍କ ସମୟରେ ମହିନ୍ଦ୍ରା ଓ ମହିନ୍ଦ୍ରା କ୍ଲବ ଭରତର ପ୍ରାୟ ସବୁ ବୃହତ ତୁର୍ଣାମେଣ୍ଟ ଜିତ୍ୟ ପାରିଥିଲା । ଏଠି ମଧ୍ୟରେ ଜାତୀୟ ଲିଗ , IFA ଶିଲ୍ଡ , ଦୁରାଣ୍ଡ କପ ଅନ୍ତର୍ଭୁକ୍ତ । ୨୦୦୭ରେ ସେ ମୁମ୍ବାଇ FCରେ ଯୋଗ ଦେଲେ ।[୧][୨] 

ଅନ୍ତର୍ଜାତିକ ଅବଦାନ [ସମ୍ପାଦନା]

ଅଭିଷେକ ଯାଦବ 2002 ମସିହାରୁ ଭାରତୀୟ ଦଳ ପକ୍ଷରୁ ଭାରତ ଭାଗ ନଉଥିବା ଅନ୍ତର୍ଜାତିକ ଟୁର୍ଣାମେଣ୍ଟ ଗୁଡିକରେ ଖେଳିଥାନ୍ତି । ସେ ଭିଏତ୍ ନାମ[୩]ରେ ହେଇଥିବା ଏଲ . ଜି .କପର ଫାଇନାଲରେ ଭାରତ ପାଇଁ ବଦଳ ଖେଳାଳି ଭାବେ ଖେଳି ବିଜୟୀ ଗୋଲ ଦେଇଥିଲେ । ୨୮ ବର୍ଷ ମଧ୍ୟରେ ଏହା ଭାରତ ଜିତିଥିବା  ଏକମାତ୍ର ଅନ୍ତର୍ଜାତିକ ଟ୍ରଫି ଥିଲା । [୪]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]