କୋଲାବା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Colaba
कुलाबा
neighbourhood
CountryIndia
StateMaharashtra
DistrictMumbai City
MetroMumbai
Zone1
WardA
Government
 • BodyMCGM
Elevation
4 m (13 ft)
Languages
 • OfficialMarathi
Time zoneUTC+5:30 (IST)
PIN
400005[୧]
Area code022
ଯାନବାହାନ ପଞ୍ଚୀକରଣMH 01
Lok Sabha constituencyMumbai South
Vidhan Sabha constituencyColaba
Civic agencyBMC

କୋଲାବା ([koˈlaːbaː]) ଭାରତୀୟ ମହାନଗର ମୁମ୍ବାଇର ଏକ ଅଂଶ ତଥା ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ୧୬ଶ ଶତାବ୍ଦୀରେ ଏହି ଦ୍ୱୀପ ଟିକୁ ପର୍ତୁଗୀଜମାନେ ଶାସନ କରୁଥିଲେ ଓ ସେତେବେଳେ ଏହାକୁ କାଣ୍ଡିଳ ବୋଲି କୁହାଯାଉଥିଲା । ୧୭ ଶ ଶତାବ୍ଦୀରେ ଇଂରେଜମାନେ ଏହାକୁ ଅଧିକାର କଳା ପରେ ଏହାର ନାମ ରଖିଲେ " କୋଲିଓ" ।

ଇତିହାସ [ସମ୍ପାଦନା]

ମୁମ୍ବାଇ ଅଞ୍ଚଳର ସାତଟି ଦ୍ୱୀପ 

କୋଲାବା ନାମଟି କୋଳି ଭାଷାର କୋଲାଭାତ ଶବ୍ଦରୁ ଉଦ୍ଧୃତ । ଏହି ଦ୍ୱୀପର ଆଦିମ ଅଧିବାସୀମାନେ କୋଲି ନାମକ ଜାତିର ଲୋକ ଥିଲେ [୨]। ବର୍ତ୍ତମାନ ଏହି ଅଞ୍ଚଳ ଟିକୁ କୋଲାବା ଓ ଲିଟିଲ କୋଲାବ ନାମରେ ଦୁଇଭାଗରେ ବିଭକ୍ତ କରାଯାଇଛି । ଏହା ମୁମ୍ବାଇର ସାତ ଦ୍ୱୀପ ମଧ୍ୟରୁ ଗୋଟିଏ । 

ପର୍ତୁଗୀଜମାନେ ଏହି ଦ୍ୱୀପ ପ୍ରାଚୀନ କାମ୍ବେର ସୁଲତାନଙ୍କଠାରୁ ୧୫୩୪ ମସିହାରେ କିଣିଥିଲେ । ସେମାନେ ଏହାକୁ ଇଂଲଣ୍ଡର ସମ୍ରାଟ ଚାର୍ଲ୍ସଙ୍କୁ ତାଙ୍କର ବିବାହ ଉପଲକ୍ଷ୍ଯେ ଉପହାର ଦେଇଥିଲେ । 

୧୯୦୯ରେ ମୁମ୍ବାଇ 
୧୯୧୨ରେ ହେଇଥିବା ପୁନର୍ଗଠନ ଯୋଜନାର ଡ୍ରଇଂ ଚିତ୍ର 
କୋଲାବା ଚାପେଳ(Clutterbuck, 1889, p. 173)[୩]

୧୭୩୪ରେ ବ୍ରିଟିଶ କୋଲାବା ରିଚାର୍ଡ ବ୍ରୌଟନ ନାମକ ଜଣେ ବ୍ରିଟିଶଙ୍କୁ ବାର୍ଷିକ ୨୦୦ ଟଙ୍କାରେ ଲିଜ ଦିଆଯାଇଥିଲା । ଏହି ଲିଜ ୧୭୬୪ରେ ନବୀକରଣ ହେଇଥିଲା ।[୪] ସେତେବେଳେ ଏହା କନ୍ତାଂମେଣ୍ଟ ଅଚଳ ଓ ମାଛ ଧାରା କେନ୍ଦ୍ର ଭାବରେ ବ୍ୟବହାର ହଉଥିଲା । 

ଆଧୁନିକ କୋଲାବା ଏକ ଉନ୍ନତ ଅଞ୍ଚଳରେ ପରିଣତ ହେଇ ଭାରତର ଗେଟୱେ ଭାବରେ ପରିଚିତ । ଏହା ମୁମ୍ବାଇ ସହରର ଏକ କେନ୍ଦ୍ର ସ୍ଥଳ ହେବା ସହ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । [୫]

ଇତିହାସ [ସମ୍ପାଦନା]

ଆତଙ୍କବଦୀ ଆକ୍ରମଣ [ସମ୍ପାଦନା]

୨୦୦୮ , ନଭେମ୍ବର ୨୬ରେ କୋଲାବାର ବିଭିନ୍ନ ସ୍ଥାନରେ ଆତଙ୍କବଦୀ ଆକ୍ରମଣ ହେଇଥିଲା । ଏହା ମଧ୍ୟରୁ ଟାଟାଙ୍କ ତାଜ ମହଲ ପେଲେସ ହୋଟେଲ ମୁଖ୍ୟ । ଏଠି ଆକ୍ରମଣରେ ୧୦୦ରୁ ଉର୍ଦ୍ଧ ଲୋକ ପ୍ରାଣ ହରେଇଥିଲେ ।

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Pin code : Colaba, Mumbai". pincode.org.in. Retrieved 9 February 2015.
  2. 7 islands of Mumbai[permanent dead link]
  3. Clutterbuck, G W (1889).
  4. Colaba and Cuffe Parade
  5. http://timesofindia.indiatimes.com/topic/Colaba

ବାହାର ଲିଙ୍କ [ସମ୍ପାଦନା]