ନରକନ୍ଦା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Narkanda
city
Country India
StateHimachal Pradesh
DistrictShimla
Elevation
2,710 m (8,890 ft)
Population
 (2010)
 • Total୨,୭୧୨
Languages
 • OfficialHindi
Time zoneUTC+5:30 (IST)

ନରକନ୍ଦା ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର ସିମଳା ଜିଲ୍ଲାରେ ଏକ ସହର । ଏହା ହିନ୍ଦୁସ୍ଥାନ ତିବତ ରୋଡ (NH-୨୨)ରେ ଅବସ୍ଥିତ । ସିମଳାଠାରୁ ଏହାର ଦୂରତା ୬୫ କିଲୋମିଟର ହେଇଥିବା ବେଳେ ଏହା ଶିବାଳିକ ରେଞ୍ଜଦ୍ୱାରା ପରିବେଷିତ ରହିଛି । 

ନରକନ୍ଦା ଡାକ ବଙ୍ଗଳା , ୧୮୮୬ ରେ 
ବର୍ତ୍ତମାନର ନରକନ୍ଦା ସହର .

ଏହା ଏକ ଶୈଳନିବାସ ହେବା ସହ ସ୍କିଇଙ୍ଗ ପାଇଁ ଉପଯୁକ୍ତ ସ୍ଥାନ । ଏଠାରେ ସେଓ ଚାଷ ବହୁ ପରିମାଣରେ ହୁଏ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ନରକନ୍ଦାର ଭୌଗୋଳିକ ଅବସ୍ଥିତି  31.27°N 77.45°E । ଏହାର ହାରାହାରି ଉଚ୍ଛତା ୮୫୯୯ ଫୁଟ । କୋତଗଡ ଏଠାରୁ ୧୬ କିଲୋମିଟର ଦୂର ଓ ଏହା ପ୍ରଥମ ସେଓ ଚାଷ ପାଇଁ ବିଖ୍ୟାତ ହେଇଥିଲା । ଅହି ଅଞ୍ଚଳ ବାର୍ଷିକ ୩୦୦୦ କୋଟି ତାଙ୍କର ସେଓ ବ୍ୟବସାୟ କରେ । 

ଜନସଂଖ୍ୟା[ସମ୍ପାଦନା]

୨୦୧୦ ଜନଗଣନା ଅନୁସାରେ ନରକନ୍ଦାର ଜନସଂଖ୍ୟା ୨୭୧୨ ଥିଲା । ଏଠି ମଧ୍ୟରୁ ଅଉରୁଷ ସଂଖ୍ୟା ୬୨% ଥିବା ବେଳେ ମହିଳା ସଂଖ୍ୟା ମାତ୍ର ୩୮% ଥିଲା । ସାକ୍ଷ୍ୟରତା ହାର ୮୦% , ଯାହା ଜାତୀୟ ହାରଠାରୁ ଢେର ଅଧିକ । ପୁରୁଷ ସାକ୍ଷ୍ୟରତା ୮୫% ହେଇଥିବା ସ୍ଥଳେ ମହିଳା ସାକ୍ଷ୍ୟରତା ୭୨ % ଓ ୧୫% ଜନସଂଖ୍ୟା ୬ ବର୍ଷରୁ କମ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Reo Purgyil

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]