ବୀଜଗଣିତ

ଉଇକିପିଡ଼ିଆ‌ରୁ

ବୀଜଗଣିତ ଭାରତୀୟ ପ୍ରାଚୀନ ଗଣିତ ବିଶାରଦ ଭାସ୍କରଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟର ସମ୍ମିଶ୍ରଣରେ ବୀଜଗଣିତର ସୃଷ୍ଟି । 

ଅଧ୍ୟେୟ ସମୂହ [ସମ୍ପାଦନା]

ସମୁଦାୟ ପୁସ୍ତକର ବିଷୟବସ୍ତୁ ୬ ଭାଗରେ ବିଭକ୍ତ ।  ଏହା ମୁଖ୍ୟତଃ ବିଷମ ସମୀକରଣ ( indeterminate equations), ଚତୁର୍ଦିଗୀୟ ସମୀକରଣ (quadratic equations) ,ସରଳ ସମୀକରଣ ( simple equations), ଇତ୍ୟାଦି ଅନ୍ତର୍ଭୁକ୍ତ . ବିଷୟ ବସ୍ତୁଗୁଡ଼ିକ ନିମ୍ନ ପ୍ରକାର 

  • ପରିଚୟ
  • ସରଳ ସମୀକରଣ ଉପରେ 
  • ବର୍ଗୀୟ  ସମୀକରଣ ଉପରେ 
  • ପ୍ରଥମ ଡିଗ୍ରୀ ବିଶିଷ୍ଟ ବର୍ଗୀୟ ସମୀକରଣ 
  • ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ 
  • ଚତୁର୍କୋଣ ଆକୃତି ଆଧାରିତ ସମୀକରଣ 

ବୀଜଗଣିତରେ ଭାସ୍କର II ଜୟଦେବଙ୍କଦ୍ୱାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣର ସମାଧାନ ସୂତ୍ରକୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣର Cyclic ବା ଚକ୍ରବାଳ ପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା । 

ଅନୁବାଦ ସାମୁହ [ସମ୍ପାଦନା]

ବୀଜଗଣିତର ସମୀକରଣ ଓ ତାହାର ସମାଧାନ ଇଂରେଜୀରେ ଅନୁଦିତ ହେଇଥିଲା

ବାରାଣାଶିର ଦୁଇଜଣ ବିଦ୍ୱାନ ସୁଧାକର ଦ୍ୱିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ । 

ପୁନଶ୍ଚ ପଠନ [ସମ୍ପାଦନା]

  • Indian mathematics
  • Timeline of algebra and geometry

ଆଧାର [ସମ୍ପାଦନା]

Bibliography[ସମ୍ପାଦନା]

  • Plofker, Kim (2009), Mathematics in India, Princeton University Press, ISBN 9780691120676 {{citation}}: More than one of |ISBN= and |isbn= specified (help)
  • Poulose, K. G. (1991), K. G. Poulose (ed.), Scientific heritage of India, mathematics, vol. Volume 22 of Ravivarma Samskr̥ta granthāvali, Govt. Sanskrit College (Tripunithura, India) {{citation}}: |volume= has extra text (help)

ବାହାର ଲିଙ୍କ [ସମ୍ପାଦନା]