"ମେଟ୍ରୋନିଡାଜୋଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Bot: Automated text replacement (- ରୁ +ରୁ ) |
No edit summary |
||
୬୬ କ ଧାଡ଼ି: | ୬୬ କ ଧାଡ଼ି: | ||
<!-- ଇତିହାସ, ସମାଜ ଓ ସଂସ୍କୃତି --> |
<!-- ଇତିହାସ, ସମାଜ ଓ ସଂସ୍କୃତି --> |
||
ଫ୍ରାନ୍ସରେ ସନ ୧୯୬୦ରେ ମେଟ୍ରୋନିଡାଜୋଲ ପ୍ରଥମେ ବଜାରରେ ବିକ୍ରି ହେଲା । <ref>{{cite book|last1=Corey|first1=E.J.|title=Drug discovery practices, processes, and perspectives|date=2013|publisher=John Wiley & Sons|location=Hoboken, N.J.|isbn=9781118354469|page=27|url=https://books.google.ca/books?id=E6Dv5XsXU-IC&pg=PA27}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । <ref name=WHOEssen>{{cite web|title=WHO Model List of Essential Medicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013|format=PDF}}</ref> ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । <ref>{{cite web|author1=Schmid G|title=Trichomoniasis treatment in women|url=http://apps.who.int/rhl/rti_sti/gscom/en/|accessdate=1 August 2015|date=28 July 2003}}</ref> ଏହା ଅତି ମୂଲ୍ୟବାନ ନୁହେଁ ଓ ଗୋଟିକୁ 0.0୧ରୁ 0.୧0 ଆମେରିକୀୟ ଡଲାର ମୂଲ୍ୟରେ ମିଳେ । <ref>{{cite web|title=Sources and Prices of Selected Medicines and Diagnostics for People Living with HIV/AIDS|url=http://apps.who.int/medicinedocs/en/d/Js8112e/6.html|publisher=World Health Organization|accessdate=1 August 2015|date=2005}}</ref><ref>{{cite book|title=Mandell, Douglas, and Bennett's Principles and Practice of Infectious Diseases|date=2014|publisher=Elsevier Health Sciences|isbn=9780323263733|page=2753|edition=8|url=https://books.google.ca/books?id=73pYBAAAQBAJ&pg=PA2753}}</ref> ଦଶ ଦିନର ଚିକିତ୍ସା ନିମନ୍ତେ ଏହାର ଖର୍ଚ୍ଚ ୨୬ ଅମେରିକୀୟ ଡଲାର । <ref name=AHFS2015/> |
ଫ୍ରାନ୍ସରେ ସନ ୧୯୬୦ରେ ମେଟ୍ରୋନିଡାଜୋଲ ପ୍ରଥମେ ବଜାରରେ ବିକ୍ରି ହେଲା । <ref>{{cite book|last1=Corey|first1=E.J.|title=Drug discovery practices, processes, and perspectives|date=2013|publisher=John Wiley & Sons|location=Hoboken, N.J.|isbn=9781118354469|page=27|url=https://books.google.ca/books?id=E6Dv5XsXU-IC&pg=PA27}}</ref> <ref>https://www.healcentral.org/metronidazole/</ref>ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । <ref name=WHOEssen>{{cite web|title=WHO Model List of Essential Medicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013|format=PDF}}</ref> ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । <ref>{{cite web|author1=Schmid G|title=Trichomoniasis treatment in women|url=http://apps.who.int/rhl/rti_sti/gscom/en/|accessdate=1 August 2015|date=28 July 2003}}</ref> ଏହା ଅତି ମୂଲ୍ୟବାନ ନୁହେଁ ଓ ଗୋଟିକୁ 0.0୧ରୁ 0.୧0 ଆମେରିକୀୟ ଡଲାର ମୂଲ୍ୟରେ ମିଳେ । <ref>{{cite web|title=Sources and Prices of Selected Medicines and Diagnostics for People Living with HIV/AIDS|url=http://apps.who.int/medicinedocs/en/d/Js8112e/6.html|publisher=World Health Organization|accessdate=1 August 2015|date=2005}}</ref><ref>{{cite book|title=Mandell, Douglas, and Bennett's Principles and Practice of Infectious Diseases|date=2014|publisher=Elsevier Health Sciences|isbn=9780323263733|page=2753|edition=8|url=https://books.google.ca/books?id=73pYBAAAQBAJ&pg=PA2753}}</ref> ଦଶ ଦିନର ଚିକିତ୍ସା ନିମନ୍ତେ ଏହାର ଖର୍ଚ୍ଚ ୨୬ ଅମେରିକୀୟ ଡଲାର । <ref name=AHFS2015/> |
||
== ଆଧାର == |
== ଆଧାର == |
୧୭:୩୫, ୨୫ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ
Clinical data | |
---|---|
Pronunciation | /mɛtrəˈnaɪdəzoʊl/ |
Trade names | Flagyl, |
AHFS/Drugs.com | monograph |
Pregnancy category | |
Routes of administration | oral, topical, rectal, IV, vaginal |
ATC code | |
Legal status | |
Legal status | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.006.489 |
Chemical and physical data | |
Formula | C6H9N3O3 |
Molar mass | ୧୭୧.୧୬ g·mol−1 |
Melting point | 159 to 163 °C (318 to 325 °F) |
| |
(what is this?) (verify) |
ମେଟ୍ରୋନିଡାଜୋଲ (ଏମଏନଜେଡ) ଔଷଧ ବଜାରରେ ଫ୍ଲାଜିଲ ନାମରେ ବିକ୍ରୟ ହୁଏ; ଏହା ଏକ ଆଣ୍ଟିବାୟୋଟିକ ଓ ଏକକୋଷୀ ଜୀବ ସମ୍ବନ୍ଧୀୟ ଔଷଧ । [୩] ଏହାକୁ ଏକକ ବା ଏକତ୍ର ଭାବେ ଅନ୍ୟ ଆଣ୍ଟିବାୟୋଟିକ ସହିତ ମିଶେଇ ପେଲଭିକ ପ୍ରଦାହ ରୋଗ, ଏଣ୍ଡୋକାର୍ଡ଼ାଇଟିସ ଓ ଜୀବାଣୁ ଭାଜିନୋସିସ ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । ଡ୍ରାକୁନକୁଲିଆସିସ, ଜିଆଡିଆସିସ, ଟ୍ରାଇକୋମୋନିଆସିସ ଓ ଆମିବିଆସିସ ରୋଗମାନଙ୍କରେ କାର୍ଯ୍ୟକାରୀ ହୁଏ । [୩]ସାମାନ୍ୟ ଓ ମଧ୍ୟମ ଧରଣର କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗର ପ୍ରଥମ ଘଟଣା ନିମନ୍ତେ ଏହା ପସନ୍ଦୀୟ ଔଷଧ । [୪] ଖାଇବା ନିମନ୍ତେ, କ୍ରିମ ଆକାରରେ ଓ ଶୀରା ମାଧମ ବ୍ୟବହାର ନିମନ୍ତେ ଏହି ଔଷଧ ମିଳେ । [୩]
ଅଇ, ଏକ ଧାତବ ସ୍ୱାଦ, ଅରୁଚି ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦର୍ଶାଏ । ବେଳେବେଳେ ବାତ (seizure) ଓ ଆଲର୍ଜି ହୁଏ । ଗର୍ଭର ପ୍ରଥମାବସ୍ଥାରେ ମେଟ୍ରୋନିଡାଜୋଲ ଦେବା ଉଚିତ ନୁହେଁ କିନ୍ତୁ ପରେ ଏହା ଅସୁବିଧା କରେ ନାହିଁ । ସ୍ତନ୍ୟପାନ କରାଉଥିଲେ ଏହା ବ୍ୟବହାର କରାଯାଏ ନାହିଁ । [୩]
ଫ୍ରାନ୍ସରେ ସନ ୧୯୬୦ରେ ମେଟ୍ରୋନିଡାଜୋଲ ପ୍ରଥମେ ବଜାରରେ ବିକ୍ରି ହେଲା । [୫] [୬]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୭] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । [୮] ଏହା ଅତି ମୂଲ୍ୟବାନ ନୁହେଁ ଓ ଗୋଟିକୁ 0.0୧ରୁ 0.୧0 ଆମେରିକୀୟ ଡଲାର ମୂଲ୍ୟରେ ମିଳେ । [୯][୧୦] ଦଶ ଦିନର ଚିକିତ୍ସା ନିମନ୍ତେ ଏହାର ଖର୍ଚ୍ଚ ୨୬ ଅମେରିକୀୟ ଡଲାର । [୩]
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ "Flagyl, Flagyl ER (metronidazole) dosing, indications, interactions, adverse effects, and more". Medscape Reference. WebMD. Retrieved 3 April 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ Brayfield, A, ed. (14 January 2014). "Metronidazole". Martindale: The Complete Drug Reference. Pharmaceutical Press. Retrieved 3 April 2014.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Metronidazole". The American Society of Health-System Pharmacists. Retrieved Jul 31,15.
{{cite web}}
: Check date values in:|accessdate=
(help) - ↑ Cohen, Stuart H.; Gerding, Dale N.; Johnson, Stuart; Kelly, Ciaran P.; Loo, Vivian G.; McDonald, L. Clifford; Pepin, Jacques; Wilcox, Mark H. (May 2010). "Clinical Practice Guidelines for Infection in Adults: 2010 Update by the Society for Healthcare Epidemiology of America (SHEA) and the Infectious Diseases Society of America (IDSA)". Infection Control and Hospital Epidemiology. 31 (5): 431–455. doi:10.1086/651706. PMID 20307191.
- ↑ Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 27. ISBN 9781118354469.
- ↑ https://www.healcentral.org/metronidazole/
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ Schmid G (28 July 2003). "Trichomoniasis treatment in women". Retrieved 1 August 2015.
- ↑ "Sources and Prices of Selected Medicines and Diagnostics for People Living with HIV/AIDS". World Health Organization. 2005. Retrieved 1 August 2015.
- ↑ Mandell, Douglas, and Bennett's Principles and Practice of Infectious Diseases (8 ed.). Elsevier Health Sciences. 2014. p. 2753. ISBN 9780323263733.