କୋବିମେଟିନିବ

ଉଇକିପିଡ଼ିଆ‌ରୁ
(Cobimetinibରୁ ଲେଉଟି ଆସିଛି)
କୋବିମେଟିନିବ
Clinical data
Pronunciation/ˌkbɪˈmɛtɪnɪb/ KOH-bim-ET-i-nib
Trade namesCotellic
SynonymsGDC-0973, XL-518
AHFS/Drugs.commonograph
MedlinePlusa615057
data
Pregnancy
category
  • AU: D
Routes of
administration
By mouth (tablets)[୧]
Legal status
Legal status
Pharmacokinetic data
Bioavailabilityreported from 28%[୩] to 46%[୧]
Protein binding95%[୧]
MetabolismIntestinal and low liver clearance (mostly CYP3A4 oxidation and UGT2B7 glucuronidation)[୧][୩]
Elimination half-life44 hours (mean)[୧]
ExcretionFeces (76–77%), urine (17.9–18%) (after oral and IV administration)[୧][୪]
Identifiers
  • (S)-[3,4-Difluoro-2-(2-fluoro-4-iodophenylamino)phenyl] [3-hydroxy-3-(piperidin-2-yl)azetidin-1-yl] methanone
Chemical and physical data
FormulaC21H21F3IN3O2
Molar mass୫୩୧.୩୨ g·mol−1
3D model (JSmol)
  • C1CCN[C@@H](C1)C2(CN(C2)C(=O)C3=C(C(=C(C=C3)F)F)NC4=C(C=C(C=C4)I)F)O
  • InChI=1S/C21H21F3IN3O2/c22-14-6-5-13(19(18(14)24)27-16-7-4-12(25)9-15(16)23)20(29)28-10-21(30,11-28)17-3-1-2-8-26-17/h4-7,9,17,26-27,30H,1-3,8,10-11H2/t17-/m0/s1
  • Key:BSMCAPRUBJMWDF-KRWDZBQOSA-N

କୋବିମେଟିନିବ (ଇଂରାଜୀ ଭାଷାରେ Cobimetinib), ଅନ୍ୟମାନଙ୍କ ମଧ୍ୟରେ କୋଟେଲିକ ବେପାର ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ମେଲାନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବିଆରଏଏଫ ଭି୬୦୦କେ (BRAF V600E) କିମ୍ବା ଭି୬୦୦କେ (V600K) ମ୍ୟୁଟେସନ୍ ସହିତ ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ଭେମୁରାଫେନିବ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଯୁକ୍ତରାଜ୍ୟରେ ଏହାର ବ୍ୟବହାରକୁ ସୁପାରିଶ କରାଯାଏ ନାହିଁ ।[୫] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ଅଇ, ଜ୍ୱର, ଆତପଦାହ, ଯକୃତ ସମସ୍ୟା କିମ୍ବା ମାଂସପେଶୀ ନଷ୍ଟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କାର୍ଡ଼ିଓମାୟୋପାଥି ଏବଂ ରେଟିନା ଶିରା ଅବରୋଧ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଏମଇକେ (MEK) ପ୍ରତିରୋଧକ ।[୧]

୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋବିମେଟିନିବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ସୁଦ୍ଧା ୪୨୭୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୩୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Cotellic- cobimetinib tablet, film coated". DailyMed. 5 November 2019. Archived from the original on 4 August 2020. Retrieved 19 October 2020.
  2. ୨.୦ ୨.୧ ୨.୨ "Cotellic". Archived from the original on 20 January 2021. Retrieved 6 January 2022.
  3. ୩.୦ ୩.୧ Takahashi RH, Choo EF, Ma S, Wong S, Halladay J, Deng Y, et al. (January 2016). "Absorption, Metabolism, Excretion, and the Contribution of Intestinal Metabolism to the Oral Disposition of [14C]Cobimetinib, a MEK Inhibitor, in Humans". Drug Metabolism and Disposition. 44 (1): 28–39. doi:10.1124/dmd.115.066282. PMID 26451002.
  4. Choo E, Takahashi R, Rooney I, Gates M, Deng A, Musib L (January 30, 2014). "Abstract B160: Assessing Human Absorption, Metabolism, Routes of Excretion and the Contribution of Intestinal Metabolism to the Oral Clearance of Cobimetinib, a MEK Inhibitor". Molecular Cancer Therapeutics. 12 (11 Supplement): B160. doi:10.1158/1535-7163.TARG-13-B160.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1019. ISBN 978-0857114105.
  6. "Cotellic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 6 January 2022.