Jump to content

ସାହିତ୍ୟ ଏକାଡେମୀ

ଉଇକିପିଡ଼ିଆ‌ରୁ
(ସାହିତ୍ଯ ଏକାଡେମୀରୁ ଲେଉଟି ଆସିଛି)
ସାହିତ୍ୟ ଏକାଡେମୀ
ରବୀନ୍ଦ୍ର ଭବନ, ଦିଲ୍ଲୀ ଯେଉଁଠାରେ ସଙ୍ଗୀତ ନାଟକ ଏକାଡେମୀ, ଲଳିତ କଳା ଏକାଡେମୀ ଏବଂ ସାହିତ୍ୟ ଏକାଡେମୀ ଅଛି
ଛୋଟ ନାଆଁSA
ସ୍ଥାପନା12 ମାର୍ଚ୍ଚ 1954 (1954-03-12) (୭୦ ବର୍ଷ ପୂର୍ବରୁ)
ମୁଖ୍ୟାଳୟରବୀନ୍ଦ୍ର ଭବନ, ଦିଲ୍ଲୀ
ଅବସ୍ଥାନନୂଆ ଦିଲ୍ଲୀ, ଭାରତ
ଅଞ୍ଚଳଭାରତ
ଅଧକ୍ଷଚନ୍ଦ୍ରଶେଖର କମ୍ବରା
ୱେବ୍‌ସାଇଟsahitya-akademi.gov.in

ସାହିତ୍ୟ ଏକାଡେମୀ ଭାରତର ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା । ଭାରତର ବିଭିନ୍ନ ପ୍ରାନ୍ତର ବିବିଧ ଭାଷା ସାହିତ୍ୟର ବିକାଶ ପାଇଁ ଏହା ହେଉଛି ସର୍ବୋଚ୍ଚ ସଂସ୍ଥା ।[୧] ଏହା ୧୯୫୪ ମସିହା ମାର୍ଚ୍ଚ ୧୩ ତାରିଖରେ ସ୍ଥାପିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ରବୀନ୍ଦ୍ର ଭବନରେ ଅବସ୍ଥିତ । ଯଦ୍ଦ୍ୟପି ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କଠାରୁ ଅନୁଦାନ ପାଇଥାଏ, ଏହା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ।

ଆଧାର[ସମ୍ପାଦନା]

  1. Hota, AK (2000). Encyclopaedia of New Media and Educational Planning. `. pp. 310–12. ISBN 978-81-7625-170-9.

ବାହାର ଆଧାର[ସମ୍ପାଦନା]