ବୈଦୁତିକ ଜନିତ୍ର
![](http://upload.wikimedia.org/wikipedia/commons/thumb/4/4f/Modern_Steam_Turbine_Generator.jpg/400px-Modern_Steam_Turbine_Generator.jpg)
![](http://upload.wikimedia.org/wikipedia/commons/thumb/6/69/Generator-20071117.jpg/220px-Generator-20071117.jpg)
![](http://upload.wikimedia.org/wikipedia/commons/thumb/7/74/Gorskii_04414u.jpg/220px-Gorskii_04414u.jpg)
ବୈଦୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତିକୁ ବୈଦୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପଦ୍ୱାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳଦ୍ୱାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।
ବୈଦୁତିକ ମୋଟର, ବୈଦୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।
ଇତିହାସ[ସମ୍ପାଦନା]
ବୈଦୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେକ୍ଟ୍ରୋଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି ସ୍ଥିର ବିଦ୍ୟୁତ ସୃଷ୍ଟି କରିଥାଏ । [୧]) ବ୍ୟବହାର କରାଯାଉଥିଲା ।
ଟାକୋ-ଜନିତ୍ର/ଟାକୋ-ଜେନେରେଟର[ସମ୍ପାଦନା]
ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟରକୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହାଦ୍ୱାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶାଫ୍ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।
ଆଧାର[ସମ୍ପାଦନା]
ବାହାର କଡ଼ି[ସମ୍ପାଦନା]
![](http://upload.wikimedia.org/wikipedia/commons/thumb/4/4a/Commons-logo.svg/30px-Commons-logo.svg.png)