ବ୍ୟବହାରକାରୀ:Bishupriyaparam

ଉଇକିପିଡ଼ିଆ‌ରୁ

ଜୟଗୁରୁ! ମୁଁ ବିଶୁଦ୍ଧାକ୍ଷ ପୁହାଣ | ମୋର ଭିଟାମାଟି କେନ୍ଦୁଝର ଜିଲ୍ଲାର ଶୈଲଙ୍ଗ ଗ୍ରାମରେ ଅବସ୍ଥିତ | ମୁଁ ଶ୍ରୀଯୁକ୍ତ ବଳଭଦ୍ର ପୁହାଣଙ୍କର ସାନ ପୁଅ | ଗୋଟିଏ ଉଚ୍ଚ ସଂସ୍କାରସମ୍ପନ୍ନ ପରିବାରରେ ମୋର ଜନ୍ମ |

ମୁଁ ଭାରତୀୟ ପ୍ରୌଦ୍ୟୋଗୀକି ସଂସ୍ଥାନ କାନପୁରରୁ ଯାନ୍ତ୍ରିକ ଭୂତତ୍ତ୍ଵ ବିଜ୍ଞାନରେ ପ୍ରୌଦ୍ୟୋଗୀକି-ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି | ଏହା ବ୍ୟତୀତ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଭୂତତ୍ଵ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି |

ପିଲାଟି ବେଳୁ ମୁଁ ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କୁ ଅନୁସରଣ କରିଆସିଛି | ତାଙ୍କରି ପ୍ରଦର୍ଶିତ ପଥରେ ଚାଲିବା, ତାଙ୍କର ସାହିତ୍ୟ ଅଧ୍ୟୟନ କରିବା ଏବଂ ତାଙ୍କରି ନିର୍ଦ୍ଦେଶ ମୁତାବକ ବୈଦିକ ସଂସ୍କୃତିକୁ ଅନୁସରଣ କରିବାରେ ମୋର ସମସ୍ତ ରୁଚି ନିୟୋଜିତ କରିବାକୁ ଚେଷ୍ଟା କରେ |