ବ୍ୟବହାରକାରୀ:ଆଲୋକ କୁମାାର ପର୍ଡିଆ

ଉଇକିପିଡ଼ିଆ‌ରୁ
ଚଡାଇପଙ୍କ[ସମ୍ପାଦନା]

ଚଡାଇପଙ୍କ[ସମ୍ପାଦନା]

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚଡେଇପଙ୍କ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ଚଡାଇପଙ୍କ ଗ୍ରାମ ଠାରେ ଅବସ୍ଥିତ ।ଏହି ବିଦ୍ୟାଳୟ ୧୯୮୩ ମସିହାରେ ସ୍ଥାପିତ ହୋଇଅଛି| ଏହି ବିଦ୍ୟାଳୟରେ ଅଷ୍ଠମ ରୁ ଦଶମ ଶ୍ରେଣୀ ଯାଏଁ ପିଲା ପାଠ ପଢନ୍ତି | ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରଚଳିତ ପାଠ୍ୟକ୍ରମ ଏଠାରେ ଅନୁସୃତ ହୁଏ | ଏହି ସ୍କୁଲ ରେ ଓଡିଆ ସାହିତ୍ୟ,ଇଂରାଜୀ,ହିନ୍ଦୀ,ସଂସ୍କୃତ,ଗଣିତ,ବିଜ୍ଞାନ,ସାମାଜିକ ବିଜ୍ଞାନ,କଳା,ଶାରୀରିକ ଶିକ୍ଷା,କର୍ମାନୁଭୂତି, ଓ କମ୍ପୁଟର ଶିକ୍ଷା ଦିଆଯାଏ |

ଏଠାରେ ମୋଟ ୮ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି | ତତ ମଧ୍ୟରୁ 5 ଜଣ ଶିକ୍ଷକ ଏବଂ 3 ଜଣ ଶିକ୍ଷୟତ୍ରୀ ଅଛନ୍ତି | 1। ଡିଲେ ସାହୁ 2। ବିରେନ୍ଦ୍ର ପର୍ଡିଆ 3। କାଳିଆ କର୍ମି 4। ଡ଼ୋଲାମଣୀ ମହାକୁର 5। ଜ୍ୟୋତିକାନ୍ତ 6। ସନ୍ଧ୍ୟାରାଣୀ ମେଣ୍ଡିଳି 7। ତୁଳସୀ ଦଣ୍ଡସେନା 8। ପୁଷ୍ପାଞ୍ଜଳି ସାମର୍ଥା

ଏହି ବିଦ୍ୟାଳୟ ରେ 3 ଜଣ ପିୟନ/ 4ର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି | 1। ଦିଲ୍ଲୀପ ବଢାଇ 2। ପ୍ରଶାନ୍ତ ମାହାକୁଡ 3। ଗିରିଜା ଶଙ୍କର ସାହୁ

କମ୍ପୁଟର ଶିକ୍ଷା- ବିଦ୍ୟାଳୟରେ ମୋଟ ୧୨ ଟି କମ୍ପୁଟର ଅଛି | ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ |ଆଇ॰ସି॰ଟି॰ @ ସ୍କୁଲ ପୋଜେକ୍ଟ ମାଧ୍ୟମରେ ଏଠାରେ କମ୍ପୁଟର ଲାବ ଖୋଲାଯାଇଅଛି |

|୨୦୧୬-୧୭ ଶିକ୍ଷାବର୍ଷ ରେ ଏହି ସ୍କୁଲ ରେ ମୋଟ ପିଲା ସଂଖ୍ୟା- ୨୭୦ | ତତ ମଧ୍ୟରୁ ବାଳକ-୧୨୯ ଓ ବାଳିକା-୧୪୧ ଅଟନ୍ତି| 

ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କ ନାମ- ଡିଲେ ସାହୁ | ପିଲାମାନଙ୍କ ମନବୋଳ ବଢାଇବା ପାଇଁ ଏଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଏ |ଏହି ସ୍କୁଲ ରେ କମ୍ପ୍ୟୁଟର ମାଧ୍ୟମରେ ମଧ୍ୟ ଶିକ୍ଷା ଦିଆଯାଇଥାଏ |ଶନିବାର ଦିନ ସାମୂହିକ ଡ୍ରିଲ ଏଠାରେ କରାଯାଏ |ଏହି ସ୍କୁଲରେ ଗୋଟିଏ ପୁସ୍ତକାଗାର ରହିଛି [୧]

  1. ସ୍କୁଲ ପ୍ରୋଫାଇଲ