ବ୍ୟବହାରକାରୀ:Swagatika91

ଉଇକିପିଡ଼ିଆ‌ରୁ
Wikipedia:Babel
or
ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
en-2 This user is able to contribute with an intermediate level of English.
hi-1यह सदस्य हिन्दी भाषा का प्रारंभिक ज्ञान रखते हैं।
This user can contribute with a basic level of Hindi.
Search user languages

ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟଣି ନ ମନୋରଥୈଃ ।
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ ।।

(ଉଦ୍ୟମ ଦ୍ୱାରା ହିଁ କାର୍ଯ୍ୟ ସିଦ୍ଧି ହୋ‍ଇଥାଏ, କେବଳ ଇଚ୍ଛା କଲେ ନୁହଁ, ଠିକ୍ ଯେପରି ସିଂହ ଟିଏ ଶୋ‍ଇ ରହିଲେ ହରିଣ ଆସି ତା ପାଟି ଭିତରେ ପଶି ଯାଆନ୍ତି ନାହିଁ)


ମୋ ନାଁ ସୁଶ୍ରୀ ସ୍ୱାଗତିକା। ମୁଁ ବ୍ରହ୍ମପୁରରୁ।

ଆଶା କରୁଛି ମୋ ଜନ୍ ଏଫ୍. କେନେଡ଼ି ପ୍ରସଙ୍ଗଟି ଦିନେ ନେଲସନ ମଣ୍ଡେଲା ପ୍ରସଙ୍ଗଟିକୁ କାଟିବ ।