ତାରାଶଙ୍କର ବନ୍ଦୋପାଧ୍ୟାୟ

ଉଇକିପିଡ଼ିଆ‌ରୁ
(Tarasankar Bandyopadhyayରୁ ଲେଉଟି ଆସିଛି)

ତାରାଶଙ୍କର ବନ୍ଦୋପାଧ୍ୟାୟ (୨୩ ଜୁଲାଇ ୧୮୯୮ - ୧୪ ସେପ୍ଟେମ୍ବର ୧୯୭୧) ଜଣେ ବଙ୍ଗଳା ଔପନ୍ୟାସିକ ଥିଲେ । ସେ ୬୫ ଗୋଟି ଉପନ୍ୟାସ, ୫୩ ଗୋଟି ଗପବହି, ୧୨ ଗୋଟି ନାଟକ, ୪ ଗୋଟି ରଚନା, ୨ ଗୋଟି ଭ୍ରମଣ କାହାଣୀ ରଚନା କରଥିଲେ । ତାଙ୍କ ସାହିତ୍ୟ ଅବଦାନ ନିମନ୍ତେ ସେ ପଦ୍ମ ଭୂଷଣ, ଜ୍ଞାନପୀଠ ପୁରସ୍କାରରେ ଭୂଷିତ ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

ବନ୍ଦୋପାଧ୍ୟାୟ ନିଜ ସମସାମୟିକ ଯୁଦ୍ଧକାଳୀନ କାଳର ଚିତ୍ରଣ କରି ଉପନ୍ୟାସ ଓ କ୍ଷୁଦ୍ରଗଳ୍ପମାନ ରଚନା କରିଥିଲେ । ତାଙ୍କର ପ୍ରାରମ୍ଭିକ ରଚନାବଳୀ "ବଙ୍ଗଶ୍ରୀ" ଓ "ପ୍ରବାସୀ" ପତ୍ରିକାରେ ପ୍ରକାଶିତ ହୋଇଥିଲା । ସୁକୁମାର ସେନଙ୍କ ମତ ରେ:[୧]

ବାନାର୍ଜୀ ତାଙ୍କ ଆଞ୍ଚଳିକ ଗପ ଓ ଉପନ୍ୟାସମାନଙ୍କରେ ଖୁବ ଆନନ୍ଦିତ ଲାଗନ୍ତି । ସେ ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାର ଲୋକ ଓ ପରିବେଶକୁ ଭଲ ଭାବେ ଜାଣିଥିଲେ । ତାଙ୍କ କଥା ଓ କାହାଣୀ ଅତି ମନଲୋଭା ।

କବିତା[ସମ୍ପାଦନା]

  • ତ୍ରିପାତ୍ର (୧୯୨୬)

ଆଧାର[ସମ୍ପାଦନା]

  1. Sen, Sukumar (1979) [1960]. History of Bengali Literature (3rd ed.). New Delhi: Sahitya Akademi. p. 345. ISBN 81-7201-107-5.

ଅଧିକ ପଠନ[ସମ୍ପାଦନା]