ସ୍ୱାମୀ ରଙ୍ଗନାଥାନନ୍ଦ

ଉଇକିପିଡ଼ିଆ‌ରୁ
(Swami Ranganathanandaରୁ ଲେଉଟି ଆସିଛି)
ସ୍ୱାମୀ ରଙ୍ଗନାଥାନନ୍ଦ
ସ୍ୱାମୀ ରଙ୍ଗନାଥାନନ୍ଦ
ଜନ୍ମ ତାରିଖ(1908-12-15)୧୫ ଡିସେମ୍ବର ୧୯୦୮


ଜନ୍ମସ୍ଥାନତ୍ରିସୁର, କେରଳ, ଭାରତ
ଜନ୍ମ ନାମଶଙ୍କରନ
ତିରୋଧାନ୨୫ ଅପ୍ରେଲ ୨୦୦୫(2005-04-25) (ବୟସ ୯୬)
ତିରୋଧାନ ସ୍ଥାନବେଲୁଡ ମଠ,କଲିକତା
ଦର୍ଶନବେଦାନ୍ତ

ସ୍ୱାମୀ ରଙ୍ଗନାଥାନନ୍ଦ (୧୯୦୮-୨୦୦୫) ଥିଲେ ରାମକୃଷ୍ଣ ମଠରାମକୃଷ୍ଣ ମିଶନର ୧୩ତମ ଅଧ୍ୟକ୍ଷ । ସେ ଜଣେ ସୁପଣ୍ଡିତ ଓ ବହୁ ଗ୍ରନ୍ଥର ରଚୟିତା ମଧ୍ୟ । ସେ ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରି ବେଦାନ୍ତର ପ୍ରଚାର କରିଥିଲେ ।

ଆଧାର[ସମ୍ପାଦନା]