ସମ୍ବଲପୁର

Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଉଇକିପିଡ଼ିଆ‌ରୁ
(Sambalpurରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସମ୍ବଲପୁର
ଜିଲ୍ଲା
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
Nickname: 
ହସ୍ତତନ୍ତର ସହର
ସମ୍ବଲପୁର is located in Odisha
ସମ୍ବଲପୁର
ସମ୍ବଲପୁର
Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Area
 • ସମୁଦାୟ89 km2 (34 sq mi)
Population
 (2011)
 • Total୨,୬୯,୫୭୫
 • Rank୧୩୩(ଭାରତ) ୪(ଓଡ଼ିଶା)
 • Density3,000/km2 (7,800/sq mi)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ, ହିନ୍ଦୀ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୮ ୦୦୧
ଦୁରଭାଷ କୋଡ୦୬୬୩
ଯାନବାହାନ ପଞ୍ଚୀକରଣOD 15
ସାକ୍ଷରତା୮୫.୬୯%
Websitewww.sambalpur.nic.in

ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ ଓ କଳା[ସମ୍ପାଦନା]

ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

Sambalpur travel guide from Wikivoyage