ମାଘ

ଉଇକିପିଡ଼ିଆ‌ରୁ
(Maghaରୁ ଲେଉଟି ଆସିଛି)

ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମାବିଶିଷ୍ଟ ଚାନ୍ଦ୍ରମାସକୁ ମାଘ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ପୌଷ ଓ ପରବର୍ତ୍ତୀ ମାସ ଫାଲ୍ଗୁନ । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ ଓଡ଼ିଆ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଦଶମ ଚାନ୍ଦ୍ରମାନ ମାସ ଅଟେ। ମାର୍ଗଶିର ମାସରେ ମାଣବସାଇ ନପାରିଥିଲେ ଏ ମାସରେ ବସେଇପାରନ୍ତି।

ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]