ଜଙ୍କିଆ

ଉଇକିପିଡ଼ିଆ‌ରୁ
(Jankiaରୁ ଲେଉଟି ଆସିଛି)

ଜଙ୍କିଆ, ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନ ଅଟେ । ଏହା ହାୱଡା ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ଖୋର୍ଧାଠାରୁ ବ୍ରହ୍ମପୁର ଆଡ଼କୁ ପ୍ରାୟ ୧୮ କି.ମି. ଦୂରରେ ଓ ଭୁବନେଶ୍ୱରଠାରୁ ୪୮କି.ମି. ଦୂରରେ ଅବସ୍ଥିତଏହା ମଧ୍ୟ ନୂଆ ଜଗନ୍ନାଥ ସଡ଼କରେ ଶ୍ରୀକ୍ଷେତ୍ର ପୁରୀଠାରୁ ୫୮ କି.ମି. ଦୂରରେ ଅବସ୍ଥିତ । ଏଠାରେ ଗୋଟିଏ ପୋଷ୍ଟ ଅଫିସ୍, ଥାନା, ଉଚ୍ଚ ବିଦ୍ୟାଳୟ ଆଦି ଅବସ୍ଥିତ । ଏଠାରୁ ବିଭିନ୍ନ୍ ସହରକୁ ଗମନାଗମନର ସୁବିଧା ରହିଛି । ଏହାର ନିକଟତମ ରେଳ ଷ୍ଟେସନ ହେଊଛି ନିରାକାରପୁର ।

ଆଧାର[ସମ୍ପାଦନା]