ଅନ୍ତର୍ରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ ନିୟମ

ଉଇକିପିଡ଼ିଆ‌ରୁ
(International Code of Zoological Nomenclatureରୁ ଲେଉଟି ଆସିଛି)


ଅନ୍ତର୍ରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ ନିୟମ (English: International Code of Zoological Nomenclature; ICZN), ପ୍ରାଣୀମାନଙ୍କର ବୈଜ୍ଞାନିକ ନାମକରଣ ପାଇଁ ପ୍ରାଣୀ ବିଜ୍ଞାନରେ ବହୁଳ ଆଦୃତ ନିୟମ ଅଟେ । ଏହି ନିୟମଟି ମୁଖ୍ୟତଃ ନିମ୍ନୋକ୍ତ କାର୍ଯ୍ୟ ଗୁଡ଼ିକୁ ନିୟନ୍ତ୍ରିତ କରେ:

  1. ବାଇନୋମିଆଲ ନାମକରଣ ନିୟମ ମୁତବକ ନାମଟି କିପରି ଠିକ ରହିବା ।
  2. ଯେତେବେଳେ ନାମକରଣକୁ ନେଇ ଦ୍ୱନ୍ଦ ଉପୁଜେ ସେତେବେଳେ କେଉଁ ନାମଟି ଠିକ ହେବ ତାହା ନିର୍ଣ୍ଣୟ ନିଏ ।
  3. ବୈଜ୍ଞାନିକ ସନ୍ଦର୍ଭ ଗୁଡ଼ିକରେ ଏହାକିଭଳି ଭାବେ ବ୍ୟବହୃତ ହେବା ଉଚିତ ତାହା ନିୟନ୍ତ୍ରଣ କରେ ।

ବାଇନୋମିଆଲ ନାମକରଣ[ସମ୍ପାଦନା]

ଗଠନ[ସମ୍ପାଦନା]

କମିଶନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]