ଡାଇନୋସର ଶ୍ରେଣୀବିଭାଗ

ଉଇକିପିଡ଼ିଆ‌ରୁ
(Dinosaur classificationରୁ ଲେଉଟି ଆସିଛି)
ଡାଇନୋସର ଗୁଡ଼ିକର ଶ୍ରେଣୀବିଭାଗ

ଡାଇନୋସର ବିଭାଗୀକରଣ ୧୮୪୨ରେ ଆରମ୍ଭ ହୋଇଥିଲେ ଯେତେବେଳେ ସାର୍ ରିଚାର୍ଡ୍ ଓୱେନ୍, ଇଗୁଆନୋଡନ୍, ମାଗାଲୋସରସ୍, ଓ ହାଇଲିଓସରସ୍କୁ ସରିଆନ୍ (Saurian) ସରିସୃପମାନଙ୍କର ଏକ ସ୍ୱତନ୍ତ୍ର ଟ୍ରାଇବ (tribe) ବା ଉପବର୍ଗ (suborder)ରେ ରଖିଲେ ଓ ଲେଖିଥିଲେ - "for which I would propose the name of Dinosauria."[୧] ୧୮୮୭ ଓ ୧୮୮୮ରେ ହ୍ୟାରୀ ସୀଲୀ ତାଙ୍କର ଅଣ୍ଟା ଗଠନ (hip structure) ଆଧାରରେ ଦୁଇଟି ବର୍ଗ (order)ରେ ଭାଗକଲେ,ଯଥା - ସରିସ୍କିଆ ଏବଂ ଅର୍ନିଥିସ୍କିଆ[୨] ତାଙ୍କ ବିଭାଗୀକରଣ ସଠିକ ବୋଲି ଜଣାଗଲା; ଏପରିକି ବାହ୍ୟଗଠନ ସମ୍ପର୍କିତ ବହୁ ଆବିଷ୍କାର ପରେ ବି ଏହା ବ୍ୟବହାର ହେଉଛି ।

ବେଣ୍ଟୋନ୍ (Benton) ଶ୍ରେଣୀବିଭାଗ[ସମ୍ପାଦନା]

ସରିସ୍କିଆ ବର୍ଗ[ସମ୍ପାଦନା]

†ଅର୍ନିଥିସ୍କିଆ ବର୍ଗ[ସମ୍ପାଦନା]

Weishampel/Dodson/Osmólska ଶ୍ରେଣୀବିଭାଗ[ସମ୍ପାଦନା]

ସରିସ୍କିଆ[ସମ୍ପାଦନା]

(Tyrannosaurus/Allosaurus > Triceratops/Stegosaurus)

ଅର୍ନିଥିସ୍କିଆ[ସମ୍ପାଦନା]

(Iguanodon/Triceratops > Cetiosaurus/Tyrannosaurus)

ଆହୁରି ଦେଖନ୍ତୁ[ସମ୍ପାଦନା]

ଡାଇନୋସର ଜାତିର ତାଲିକା

ଟୀକା[ସମ୍ପାଦନା]

  1. Owens, 1842.
  2. Seeley, 1888. While the paper was published in 1888, it was first delivered in 1887.

ଆଧାର[ସମ୍ପାଦନା]

  • Benton, Michael J. (2004). Vertebrate Palaeontology, Third Edition. Blackwell Publishing. p. 472 pp. ISBN 9780632056378.
  • Owen, Richard (1842). "Report on British Fossil Reptiles: Part II". Report of the British Association for the Advancement of Science. 11: 60–204.
  • Weishampel, David B. (2004). Dodson, Peter; Osmólska, Halszka (eds.). The Dinosauria, Second Edition. University of California Press. p. 861 pp. ISBN 0-520-24209-2.