ଉଇକିପିଡ଼ିଆ‌ରୁ
ଶତାବ୍ଦୀ: ଖ୍ରୀ.ପୂ 1st ଶତାବ୍ଦୀ1st ଶତାବ୍ଦୀ2nd ଶତାବ୍ଦୀ
ଦଶନ୍ଧି: ଖ୍ରୀ.ପୂ ୨୦ ଦଶକ  ଖ୍ରୀ.ପୂ ୧୦ ଦଶକ  ଖ୍ରୀ.ପୂ ୦ ଦଶକ  – ୦ ଦଶକ –  ୧୦ ଦଶକ  ୨୦ ଦଶକ  ୩୦ ଦଶକ
ବର୍ଷ:   ଖ୍ରୀ.ପୂ ୨  ଖ୍ରୀ.ପୂ ୧  ଖ୍ରୀ. ୧ଖ୍ରୀ. ୨ –  ଖ୍ରୀ. ୩  ଖ୍ରୀ. ୪  ଖ୍ରୀ. ୫

ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ସାଂଖ୍ୟିକ ସାର୍ଥକତା[ସମ୍ପାଦନା]

The twos of all four suits in playing cards


ପୃଥିବୀର ଅନ୍ୟାନ୍ୟ ଭାଷା ଭଳି, ଭାରତର ପୁରାତନ ସଂସ୍କୃତ ଭାଷାରେ ଯେ କେବଳ ସଂଖ୍ୟା ଓ ବିଶେଷ୍ୟ ପଦର ବହୁବଚନ ଥିଲା ତାହା ନୁହେଁ, ବରଂ ୨ର ସାର୍ଥକତା ପାଇଁ ସମସ୍ତ ବିଶେଷ୍ୟ ପଦର ଏକବଚନ (୧) ରୂପ, ଦ୍ୱିବଚନ (୨) ରୂପ, ଓ ବହୁବଚନ (୨ରୁ ଅଧିକ) ରୂପ ମଧ୍ୟ ଅଛି । ୨ର ସାର୍ଥକତା (୨ଟି ଗୋଡ଼, ୨ଟି ନାକପୁଡ଼ା, ୨ଟି ଆଖି, ୨ଟି ହାତ, ପ୍ରଭୃତି) ହେତୁ ଏହାକୁ ଗୁରୁତ୍ୱପୂର୍ଣ ଭାବେ ଦେଖାଯାଏ ।

ଦୁଇ (, èr) ଚାଇନା ସଂସ୍କୃତିରେ ଏକ ଭଲ ସଂଖ୍ୟି । ଏକ ଚାଇନା କଥା ଅନୁଯାୟୀ, "ଭଲ ଜିନିଷ ହଳ' ଯୋଡାରେ ଆସେ" । ଏକ ଉତ୍ପାଦନରେ ଦୁଇଟି ପ୍ରତୀକ ବ୍ୟବହାର କରିବା ସାଧାରଣ ହୋଇଗଲାଣି, ଉଦାହରଣ ସ୍ୱରୂପ ଦୁଇଟି ଖୁସୀ, ଦୁଇଟି ମୁଦ୍ରା, ଦୁଇଟି ହାତୀ, ପ୍ରଭୃତି । କାଣ୍ଟୋନିଜ ଲୋକମାନେ ୨ ସଂଖ୍ୟାକୁ ପସନ୍ଦ କରନତି, କାରଣ କାଣ୍ଟୋନିଜରେ ଏହା, "ସହଜ" () ଶବ୍ଦ ପରି ଶୁଣାଯାଏ ।

ଫିନଲ୍ୟାଣ୍ଡରେ, ସ୍ୱାଧୀନତା ଦିବସରେ ଦୁଇଟି ମହମବତୀ ଜଳାଯାଏ । ୧୯୭୨ ମସିହା ପୂର୍ବ ଇଣ୍ଡୋନେସିଆମାଳୟର ବନାନରେ, କୁ ଓରାଂ "ମଣିଷ,ଓରାଂ-ଓରାଂ କିମ୍ବା ଓରାଂ୨ "ଲୋକମାନେ" ପ୍ରଭୃତି ହିସାବରେ ବ୍ୟବହାର କରାଯାଉଥିଲା ।

ଜ୍ୟୋତିଷ ଶାସ୍ତ୍ରରେ ବୃଷ ହେଉଛି ଦ୍ୱିତୀୟ ରାଶି ।

ଘଟଣା[ସମ୍ପାଦନା]

ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]

ଅପ୍ରେଲ-ଜୁନ[ସମ୍ପାଦନା]

ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]

ଅକ୍ଟୋବର-ଡିସେମ୍ବର[ସମ୍ପାଦନା]

ଅଜ୍ଞାତ ତିଥି ଘଟଣା[ସମ୍ପାଦନା]

ଜନ୍ମ[ସମ୍ପାଦନା]

ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]

ଅପ୍ରେଲ-ଜୁନ[ସମ୍ପାଦନା]

ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]

ଅକ୍ଟୋବର-ଡିସେମ୍ବର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]

ଅପ୍ରେଲ-ଜୁନ[ସମ୍ପାଦନା]

ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]

ଅକ୍ଟୋବର-ଡିସେମ୍ବର[ସମ୍ପାଦନା]

ଆଧାର[ସମ୍ପାଦନା]