୧୯୩୪ ଫିଫା ବିଶ୍ୱକପ

ଉଇକିପିଡ଼ିଆ‌ରୁ
(୧୯୩୪ ଫିଫା ବିଶ୍ଵକପରୁ ଲେଉଟି ଆସିଛି)

୧୯୩୪ ଫିଫା ବିଶ୍ୱକପ ହେଉଛି ଦ୍ୱିତୀୟ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା ଯାହା ଇଟାଲୀ ଦେଶରେ ୨୭-୦୫-୧୯୩୪ରୁ ୧୦-୦୬-୧୯୩୪ ପର୍ଯ୍ୟଂତ ଖେଳା ଯାଇଥିଲା [୧]। ଏଥିରେ ଆୟୋଜକ ଇଟାଲୀ ଦେଶ ଟୁର୍ଣାମେଣ୍ଟ ବିଜୟୀ ହୋଇ ଚାମ୍ପିୟନ ଉପାଧି ଅର୍ଜନ କରିଥିଲା ।

ପ୍ରତିଯୋଗୀ ଦେଶ ସମୂହ[ସମ୍ପାଦନା]

ଏହି ଦ୍ୱିତୀୟ ବିଶ୍ୱ ଫୁଟବଲ ପ୍ରତିଯୋଗିତାରେ ଆୟୋଜକ ଇଟାଲୀକୁ ମିଶାଇ ମୋଟ ୧୬ଟି ଦେଶ ଭାଗ ନେ‍ଇଥିଲେ[୨] । ପ୍ରଥମ ଥର ନିମଂତେ ଏଥିରେ ପ୍ରତିଯୋଗୀ ଦେଶ ସବୁ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ ବା କ୍ୱାଲିଫାୟିଂ ରାଉଣ୍ଡ ଦେ‍ଇ ଆସିଥିଲେ । ଏପରିକି ଆୟୋଜକ ଦେଶ ଇଟାଲୀ ମଧ୍ୟ ଏହି ପଯ୍ୟାୟ ଦେ‍ଇ ବିଶ୍ୱକପ ଯୋଗ୍ୟତା ଅର୍ଜନ କରିଥିଲା (ପରବର୍ତ୍ତୀ ବିଶ୍ୱକପ ଗୁଡିକରେ ଏପରି ହୋଇନଥିଲା, ଆୟୋଜକ ଦେଶ ସିଧାସଳଖ ବିଶ୍ୱକପ ଖେଳିବା ଯୋଗ୍ୟତା ପାଇଛଂତି) ।

୧୯୩୪ ଫିଫା ବିଶ୍ୱକପରେ ପ୍ରତିଯୋଗୀ ଦେଶସବୁ ଓ ସେମାନଂକ ସ୍ଥାନ









ଆଧାର[ସମ୍ପାଦନା]

  1. "1934 FIFA World Cup Italy". FIFA.com. FIFA. Retrieved 21 July 2018.
  2. "1934 FIFA World Cup". ଇଂରାଜୀ ଉଇକିପିଡ଼ିଆ. Retrieved 21 July 2018.