ୟୁକି ଭାମ୍ବ୍ରି

ଉଇକିପିଡ଼ିଆ ରୁ
ୟୁକି ଭାମ୍ବ୍ରି
ଦେଶ  ଭାରତ
ବାସସ୍ଥାନ New Delhi, ଭାରତ
ଜନ୍ମ ୪ ଜୁଲାଇ ୧୯୯୨ (1992-07-04) (୨୨ ବର୍ଷ)
ନୂଆ ଦିଲ୍ଲୀ, ଭାରତ
ଉଚ୍ଚତା ୧.୮୩ m (୬ ft 0 in)
ଓଜନ ୬୫ kg ( lb; . st)
ପେଷା ଆରମ୍ଭ 16
ଖେଳ Right-handed (two-handed backhand)
ପୁରସ୍କାର ରାଶି $76,320
ଏକକ
ପେଷାଗତ ରେକର୍ଡ଼ 3-4
ପେଷା ଟାଇଟଲ 0
ସର୍ବୋଚ୍ଚ ରାଙ୍କିଙ୍ଗ No. 218 (21 May 2012)[୧]
ଏବେର ରାଙ୍କିଙ୍ଗ No. 218 (21 May 2012)
Grand Slam Singles results
Australian Open Junior W (2009)
ଯୋଡ଼ି
ପେଷାଗତ ରେକର୍ଡ଼୍‌ 1-2
ସର୍ବୋଚ୍ଚ ରାଙ୍କିଙ୍ଗ No. 439 (27 September 2010)
ଏବେକାର ରାଙ୍କିଙ୍ଗ No. 605
Last updated on: 13 February 2012.

ଭାରତୀୟ ଯୁବ ଟେନିସ ଖେଳାଳିଙ୍କ ମଧ୍ୟରେ ୟୁକି ଭାମ୍ବ୍ରିଙ୍କ ସ୍ଥାନ ସ୍ଵତନ୍ତ୍ର l ସେ ପ୍ରଥମ ଭାରତୀୟ ଜୁନିଅର ଖେଳାଳି ଭାବେ ୪ଟି ଯାକ ଗ୍ରାଣ୍ଡସ୍ଲାମ ଖେଳିବାର ସୈଭାଗ୍ୟ ଲାଭ କରିଛନ୍ତି l ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଜୁନିଅର ଅଷ୍ଟ୍ରେଲିଆନ୍ ଓପନ ଜିଣି ଥିଲେ l ୟୁକି କ୍ୟାରିଅରର ଆଉ ଏକ ସଫଳତା ସ୍ଵରୂପ ଦ୍ଵିତୀୟ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏଟିପି ମାନ୍ୟତରେ ୫୦୦ ଟପିଛନ୍ତି l

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]