ୟଶ ଚୋପ୍ରା

ଉଇକିପିଡ଼ିଆ ରୁ
ୟଶ ଚୋପ୍ରା
ଜନ୍ମ ଓ ଜନ୍ମସ୍ଥାନ ୨୭ ସେପ୍ଟେମ୍ବର ୧୯୩୨(1932-09-27)
ଲାହୋର, ବ୍ରିଟିଶ ଶାସନାଧୀନ ଭାରତ
ତିରୋଧାନ ୨୧ ଅକ୍ଟୋବର, ୨୦୧୨ (୮୦ ବର୍ଷ)
ମୁମ୍ବାଇ, ଭାରତ
ଜୀବିକା କଥାଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ ଲେଖକ
କାର୍ଯ୍ୟକାଳ ୧୯୫୯–୨୦୧୨
ଜୀବନସାଥି ପାମେଲା ଚୋପ୍ରା (୧୯୭୦–୨୦୧୨)
ସନ୍ତାନ ଆଦିତ୍ୟ ଚୋପ୍ରା
ଉଦୟ ଚୋପ୍ରା
ବନ୍ଧୁବାନ୍ଧବ ବଳଦେବ ରାଜ ଚୋପ୍ରା (ଭାଇ)
ଧରମ ଚୋପ୍ରା (ଭାଇ)


ୟଶ ରାଜ ଚୋପ୍ରା (୨୭ ସେପ୍ଟେମ୍ବର ୧୯୩୨- ୨୧ ଅକ୍ଟୋବର ୨୦୧୨)[୧]ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ, ଓ ପ୍ରଯୋଜକ ଥିଲେ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]