ହିରୋ
ଉଇକିପିଡ଼ିଆ ରୁ
| ହିରୋ - ପ୍ରେମକଥା | |
|---|---|
| ନିର୍ଦ୍ଦେଶକ | ଦିଲ୍ଲିପ ପଣ୍ଡା |
| ପ୍ରଯୋଜକ | ସୁନିଲ୍ ରାଉତ |
| ଲେଖକ | (ସଂଳାପ) : ଶିର୍ଷାନନ୍ଦ ଦାସ କାନୁନ୍ଗୋ |
| ପଟ୍ଟଲେଖା | ଦିଲ୍ଲିପ ପଣ୍ଡା |
| କାହାଣୀ | ସୁଜାତା ରାଉତ |
| କଳାକାର | ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ଚନ୍ଦନ କର, ପିଣ୍ଟୁ ନନ୍ଦ |
| ସଙ୍ଗୀତ | ଦୀପକ କୁମାର |
| ଚିତ୍ରଗ୍ରହଣ | କଲ୍ୟାଣ |
| ମୁକ୍ତିଲାଭ ତାରିଖ | ୨୯ ଅପ୍ରେଲ ୨୦୧୧ |
| ଦେଶ | |
| ଭାଷା | ଓଡ଼ିଆ |
ଦିଲ୍ଲିପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଏସ.କେ. ଆର୍ଟସ'ର ଓଡ଼ିଆଚଳଚ୍ଚିତ୍ର ହିରୋ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
ବିଷୟସୂଚୀ |
ଅଭିନୟରେ [ସମ୍ପାଦନା]
ଓଡ଼ିଆଚଳଚ୍ଚିତ୍ର ‘ହିରୋ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଅରିନ୍ଦମ ରାୟ
- ପ୍ରିୟା ଚୌଧୁରୀ
- ମିହିର ଦାସ
- ମୀନକେତନ
- ଚନ୍ଦନ କର
- ପିଣ୍ଟୁ ନନ୍ଦ
- ସଲିଳ ମିତ୍ର
- ପୃଥ୍ବୀରାଜ
- କୀର୍ତ୍ତି ଚନ୍ଦନ
- ପଞ୍ଚାନନ ହାତୀ
- ମେରିନା
- ଗଙ୍ଗାଧର
- ବାବୁ ପ୍ରଧାନ
ଗୀତ ଓ ସଙ୍ଗୀତ [ସମ୍ପାଦନା]
- ସଙ୍ଗୀତକାର: ଦୀପକ କୁମାର
- ଗୀତିକାର: ବସନ୍ତରାଜ ସାମଲ
- କଣ୍ଠ:
ଗୀତ [ସମ୍ପାଦନା]
- ମୁଁ ତୋ ହିରୋ ଗୋରୀ, ତୁ ମୋ ହିରୋଇନ
- ତୋ ଚେହେରା ଚାନ୍ଦର ଟୁକୁଡା
- ଏକାଏକା ସାଥୀ ମୋର ଏକା ଏକା
- ତତେ କେତେ ଭଲ ପାଏ ଜାଣେ
- ସଙ୍କଟମୋଚନ
- ସାଥୀରେ
ଦ୍ରଷ୍ଟବ୍ୟ [ସମ୍ପାଦନା]
- ↑ ହିରୋ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)
|
|||||||||||