ହାଲୋପେରିଡଲ

ଉଇକିପିଡ଼ିଆ‌ରୁ
ହାଲୋପେରିଡଲ
Clinical data
Pronunciation/hælpɛridɒl/
Trade namesହାଲଡଲ
AHFS/Drugs.commonograph
MedlinePlusa682180
Pregnancy
category
  • AU: C
  • US: C (Risk not ruled out)
Routes of
administration
ପାଟିରେ, ମାଂସପେଶୀ ଭିତରେ, ଶୀରାଭିତରେ, ଡିପୋ (ଡେକାନୋଏଟ ଇଷ୍ଟର) ଆକାରରେ
ATC code
Legal status
Legal status
Identifiers
  • 4-[4-(4-Chlorophenyl)-4-hydroxy-1-piperidyl]-1-(4-fluorophenyl)-butan-1-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.142 Edit this at Wikidata
Chemical and physical data
FormulaC21H23ClFNO2
Molar mass375.9 g/mol
3D model (JSmol)
  • c1cc(ccc1C(=O)CCCN2CCC(CC2)(c3ccc(cc3)Cl)O)F
  • InChI=1S/C21H23ClFNO2/c22-18-7-5-17(6-8-18)21(26)11-14-24(15-12-21)13-1-2-20(25)16-3-9-19(23)10-4-16/h3-10,26H,1-2,11-15H2 checkY
  • Key:LNEPOXFFQSENCJ-UHFFFAOYSA-N checkY
  (verify)

ହାଲୋପେରିଡଲ ଏକ ମାନସିକ ରୋଗ ବିରୁଦ୍ଧକ ଔଷଧ ଯାହାର ଏକ ବଜାର ନାମ ହାଲଡଲ । [୩] ସିଜୋଫ୍ରେନିଆ, ଟୁରେଟ ସିଣ୍ଡ୍ରୋମ, ଅଇ ଓ ବାନ୍ତି, ପ୍ରଳାପ, ଉତ୍ତେଜନା, ଆକ୍ୟୁଟ ସାଇକୋସିସଆଲକୋହୋଲ ଉଇଥଡ୍ର‌ୟାଲରେ ହେଉଥିବା ମତିଭ୍ରମ ଇତ୍ୟାଦି ରୋଗରେ ଔଷଧରୂପେ ଦିଆଯାଏ । [୩][୪] ଏହି ଔଷଧ ପାଟିବାଟେ, ମାଂସପେଶୀରେ ଇଞ୍ଜେକସନ ଆକାରରେ ଓ ଶୀରାଭିତରେ ଦିଆଯାଏ । ହାଲୋପେରିଡଲ ୩୦ରୁ ୬୦ ମିନିଟ ମଧ୍ୟରେ କାମ କରେ । ଦୀର୍ଘକାର୍ଯ୍ୟକ୍ଷମ ଫର୍ମୁଲା ପ୍ରତି ୪ ସପ୍ତାହରେ ଥରେ ଇଞ୍ଜେକସନ ଆକାରରେ ସିଜୋଫ୍ରେନିଆ ବା ସମ୍ପର୍କୀୟ ରୋଗମାନଙ୍କରେ ଦିଆଯାଏ ଯେଉଁଥିରେ ରୋଗୀ ଔଷଧ ଖାଇବାକୁ ଭୁଲିଯାଏ । [୩]

ହାଲୋପେରିଡଲ ଦେବା ଫଳରେ ଟାର୍ଡିଭ ଡିସକାଇନେସିଆ, ଏକ ଚଳନ ବେମାରୀ ହୋଇପାରେ ଯାହା ସ୍ଥାୟୀ ଭାବରେ ରହେ । ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମକ୍ୟୁଟି-ଅନ୍ତର ବୃଦ୍ଧି ହୁଏ । ଡିମେନସିଆ ଯୋଗୁ ସାଇକୋସିସ ରୋଗ ହୋଇଥିଲେ ଔଷଧ ଦେବା ଫଳରେ ମୃତ୍ୟୁ ହୋଇପାରେ । [୩] ଗର୍ଭାବସ୍ଥାରେ ଦେଲେ ଶୁଶୁର ସମସ୍ୟା ହୁଏ । [୩][୫] ପାର୍କିନସନ ରୋଗରେ ଏହା ଦିଆଯାଏ ନାହିଁ । [୩]

ସନ ୧୯୫୮ରେ ପଲ ଜାନସେନ (Paul Janssen) ହାଲୋପେରିଡଲ ଆବିଷ୍କାର କରିଥିଲେ ।[୬] ମେପେରିଡିନରୁ meperidine ଏହା ପ୍ରସ୍ତୁତ ହୋଇଥିଲା ।.[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୮] ଇଂଲଣ୍ଡରେ ଏହି ଔଷଧ ମାନ‌କ ମାତ୍ରା ନିମନ୍ତେ ବାର୍ଷିକ ଖର୍ଚ୍ଚ ୨୦ରୁ ୮୦୦ ପାଉଣ୍ଡ (୩୦ରୁ ୧,୨୫୦ ଆମେରିକୀୟ ଡଲାର) । [୯][୧୦] ଆମେରିକାରେ ଏହା ବାବଦ ଖର୍ଚ୍ଚ ୨୫୦ ଆମେରିକୀୟ ଡଲାର । [୧୧]ଅତି ସାଧାରଣ ଭାବରେ ଏହି ଔଷଧ ବ୍ୟବ‌ହୃତ ହୁଏ । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Kudo, S; Ishizaki T (December 1999). "Pharmacokinetics of haloperidol: an update". Clinical pharmacokinetics. 37 (6): 435–56. doi:10.2165/00003088-199937060-00001. PMID 10628896.
  2. "PRODUCT INFORMATION Serenace" (PDF). TGA eBusiness Services. Aspen Pharma Pty Ltd. 29 September 2011. Retrieved 29 May 2014.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Haloperidol". The American Society of Health-System Pharmacists. Retrieved Jan 2, 2015.
  4. Schuckit, MA (27 November 2014). "Recognition and management of withdrawal delirium (delirium tremens)". The New England journal of medicine. 371 (22): 2109–13. PMID 25427113.
  5. "Prescribing medicines in pregnancy database". Australian Government. 3 March 2014. Retrieved Jan 2, 2015.
  6. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 124. ISBN 9780471899792.
  7. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 62. ISBN 9783527326693.
  8. "WHO Model List of Essential Medicines" (PDF). World Health Organization. October 2013. pp. 7, 35. Retrieved 22 April 2014.
  9. Stein, edited by George; Wilkinson, Greg (2007). Seminars in general adult psychiatry (2. ed.). London: Gaskell. p. 288. ISBN 9781904671442. {{cite book}}: |first1= has generic name (help)
  10. ୧୦.୦ ୧୦.୧ Stevens, Andrew (2004). Health care needs assessment : the epidemiologically based needs assessment reviews (2nd ed.). Abingdon: Radcliffe Medical. p. 202. ISBN 9781857758924.
  11. Jeste, Dilip V. (2011). Clinical handbook of schizophrenia (Pbk. ed.). New York: Guilford Press. p. 511. ISBN 9781609182373.