ସ୍ଵପ୍ନ ସାଗର

ଉଇକିପିଡ଼ିଆ ରୁ
ସ୍ଵପ୍ନ ସାଗର
ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ
ପ୍ରଯୋଜକ ପ୍ରଶାନ୍ତ ନନ୍ଦ
ଲେଖକ ପ୍ରଶାନ୍ତ ନନ୍ଦ
ପଟ୍ଟଲେଖା ପ୍ରଶାନ୍ତ ନନ୍ଦ
କାହାଣୀ ପ୍ରଶାନ୍ତ ନନ୍ଦ
କଳାକାର ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅନିତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା
ସଙ୍ଗୀତ ଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣ ଭାନୁ କୁମାର
ମୁକ୍ତିଲାଭ ତାରିଖ ୧୯୮୩

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସ୍ଵପ୍ନ ସାଗର (ଇଂରାଜୀ: Swapna Sagara) ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।

ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ ପ୍ରଶାନ୍ତ ନନ୍ଦ ଓ ସଂଗୀତ ଅକ୍ଷୟ ମହାନ୍ତିଓଡ଼ିଆ ସିନେ ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର [୧]|

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

  • ଚିଠି ମୋର ଟିକି ଚଢେଇ
  • ସେଇ ଦୀପ ଅଛି, ସେଇ ଫୁଲ ଅଛି
  • ଏଇ ପାଣିରେ ପାଣିରେ
  • ବାଟୋଇ ଭାଇ
  • ଶୀକାରି ଶିକାରି

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]