ସୋର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୩,୯୩୭
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସୋର (କ୍ରମିକ ସଂଖ୍ୟା: ୪୧) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋର (ବି), ସୋର ବ୍ଳକ ଓ ବାହାନଗା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପର୍ଶୁରାମ ଧଡ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୃତୁଞ୍ଜୟ ଜେନାଙ୍କଠାରୁ ୪୯୧୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରସାଦ ପରମାଣିକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କଠାରୁ ୩୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ସୋର [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ସୁରେନ୍ଦ୍ର ପ୍ରସାଦ ପରମାଣିକ ୫୦,୧୫୯ ୪୩.୧୯ -
ଭାଜପା ପର୍ଶୁରାମ ଧଡ଼ା ୪୯,୭୯୯ ୪୨.୮୮ -
ସିପିଆଇ ଜୟକୃଷ୍ଣ ମଲ୍ଲିକ ୧୧,୩୧୮ ୯.୭୫ -
ସମୃଦ୍ଧ ଓଡ଼ିଶା ଐର ଖାରବେଳ ମହାଳିକ ୧,୩୬୨ ୧.୧୭ -
ବସପା ନମିତା ଜେନା ୧,୦୮୩ ୦.୯୩ -
ସପା ପୁଷ୍ପଲତା ମହାଲିକ ୯୮୩ ୦.୮୫ -
ସ୍ୱାଧୀନ ବନମାଳି ଓଝା ୭୩୩ ୦.୬୩ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଜଗନ୍ନାଥ ଦାସ ୭୦୧ ୦.୬୦ -
ଭୋଟ ବ୍ୟବଧାନ ୩୬୦ ୦.୩୧* -
ମତଦାନ ହାର ୧,୧୬,୧୭୨ ୬୩.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Soro Assembly Election 2009, Orissa". empoweringindia.org. 2013 [last update]. Retrieved 7 June 2013. Constituency: Soro (41) District : Balasore {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 360
  6. "State Elections 2004 - Partywise Comparision for 15-Soro Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf