ସୋମଦତ୍ତା ସିହ୍ନା

ଉଇକିପିଡ଼ିଆ‌ରୁ
ସୋମଦତ୍ତା ସିହ୍ନା
ଜନ୍ମ୧୯୫୧
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନVisva-Bharati University, Jawaharlal Nehru University
ବିଜ୍ଞାନୀ ଜୀବନ
କ୍ଷେତ୍ରTheoretical Biology
କର୍ମାନୁଷ୍ଠାନIISER Mohali, Center for Cellular and Molecular Biology

ସୋମଦତ୍ତା ସିହ୍ନା (ଜନ୍ମ 1951 ମସିହା)[୧] ଭାରତର ଭାରତୀୟ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ, ମୋହାଲିରେ ଜୀବ ବିଜ୍ଞାନ (Biology) ପ୍ରଫେସର ଅଛନ୍ତି[୨] । ଗାଣିତିକ ଓ କମ୍ପ୍ୟୁଟେସନାଲ ବାୟୋଲୋଜି ଓ ଜଟିଳ ସିଷ୍ଟମ ତଥା ବାୟୋଲୋଜିକାଲ ସିଷ୍ଟମର ସ୍ପାସିୟୋଟେମ୍ପୋରାଲ ଅର୍ଗାନାଇଜେସନ ଉପରେ କାମ କରୁଛନ୍ତି । ସେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମି, ଭାରତୀୟ ବିଜ୍ଞାନ ଏକାଡେମିଜାତୀୟ ବିଜ୍ଞାନ ଏକାଡେମି ସଂସ୍ଥାମାନଙ୍କର ଫେଲୋ ଅଟନ୍ତି[୩] । ସେ ବିଶ୍ୱ ଭାରତୀ ୟୁନିଭରସିଟିରେ ବି.ଏସ. ସି. ଓ ଏମ. ଏସ.ସି. ପାସ କରି ଜବାହରଲାଲ ନେହୁରୁ ୟୁନିଭରସିଟିରେ ଏମ.ଫିଲ.ଥିଓରିଟିକାଲ ବାୟୋଲୋଜୀରେ ପି.ଏଚ.ଡି. କରିଥିଲେ । ସେ ୧୯୮୩ ମସିହାରୁ ହାଇଦରାବାଦର ସେଲ୍ୟୁଲାର ଓ ମାଲିକ୍ୟୁଲାର ବାୟୋଲୋଜି, ହାଇଦରାବାଦରେ ବୈଜ୍ଞାନିକ ଭାବେ କାମ କରିଥିଲେ । ଇଂରାଜୀବଙ୍ଗାଳୀ ଭାଷାରେ ଅନେକ ସନ୍ଦର୍ଭ ଲେଖିଛନ୍ତି ଓ ଏନ.ସି. ଇ.ଆର.ଟି.ର ବିଜ୍ଞାନ ସଂବନ୍ଧୀୟ ପତ୍ରିକାରେ ସହ ଲେଖିକା ଅଛନ୍ତି ।[୪]

ଆଧାର[ସମ୍ପାଦନା]

  1. http://insaindia.org/detail.php?id=P09-1496
  2. "ଆର୍କାଇଭ୍ କପି". Archived from the original on 2014-09-25. Retrieved 2013-10-17. {{cite web}}: Cite has empty unknown parameter: |1= (help)
  3. http://www.ias.ac.in/womeninscience/somdatta.html#85
  4. http://ccmbscientists.blogspot.in/2009/01/research-profile-of-somdatta-sinha.html