ସୋନପୁର (ବିଧାନସଭା ନିର୍ବାଚନମଣ୍ଡଳୀ)

ଉଇକିପିଡ଼ିଆ ରୁ
ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୨,୧୯,୧୫୬
ଜିଲ୍ଲା: ସୁବର୍ଣ୍ଣପୁର
ଲୋକସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସୋନପୁର (କ୍ରମିକ ସଂଖ୍ୟା: ୬୫) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନମଣ୍ଡଳୀ[୧]

ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋନପୁର (ପୌ), ତରଭା (ବି), ସୋନପୁର ବ୍ଳକ, ତରଭା ବ୍ଳକ, ଡୁଙ୍ଗୁରିପାଲୀ ବ୍ଳକ ଓ ବିନିକା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନବକୃଷ୍ଣ ଦାନ୍ତଙ୍କଠାରୁ ୨୮,୩୦୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ସୋନପୁର [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ନିରଞ୍ଜନ ପୂଜାରୀ ୬୮,୮୪୪ ୪୩.୧୨ -
ଭାଜପା ନବକୃଷ୍ଣ ଦାନ୍ତ ୪୦,୫୩୭ ୨୫.୩୯ -
କଂଗ୍ରେସ ଜିତେନ୍ଦ୍ର ପଟ୍ଟନାୟକ ୩୬,୦୪୪ ୨୨.୫୭ -
ସ୍ଵାଧୀନ ବାଳ ଗୋପାଳ ମିଶ୍ର ୬,୪୭୦ ୪.୦୫ -
ବସପା ସୁଶାନ୍ତ କୁମାର ପଣ୍ଡା ୨,୭୦୫ ୧.୬୯ -
ସମୃଦ୍ଧ ଓଡ଼ିଶା ଜୀବେଶ୍ଵର ବେହେରା ୨,୧୪୩ ୧.୩୪ -
ସ୍ଵାଧୀନ ରଜନୀ କାନ୍ତ ନାଏକ ୧,୧୯୬ ୦.୭୫ -
ସ୍ଵାଧୀନ ଦିଲ୍ଲିପ କୁମାର ସାହୁ ୮୮୫ ୦.୫୫ -
ସ୍ଵାଧୀନ ଟଙ୍କଧର ଖମାରୀ ୮୪୪ ୦.୫୩ -
ଭୋଟ ବ୍ୟବଧାନ ୨୮,୩୦୭ ୧୭.୭୩* -
ମତଦାନ ହାର ୧,୫୯,୬୮୧ ୭୨.୮୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ:[୬] [୭]

  • ୨୦୦୯: (୬୫): ନିରଞ୍ଜନ ପୂଜାରୀ (ବିଜଦ)
  • ୨୦୦୪: (୧୧୨): ବିନୋଦ ପାତ୍ର (କଂଗ୍ରେସ)
  • ୨୦୦୦: (୧୧୨): କୁନ୍ଦୁରୁ କୁଶାଳ (ବିଜଦ)
  • ୧୯୯୫: (୧୧୨): କୁନ୍ଦୁରୁ କୁଶାଳ (ଜନତା ଦଳ)
  • ୧୯୯୦: (୧୧୨): କୁନ୍ଦୁରୁ କୁଶାଳ (ଜନତା ଦଳ)
  • ୧୯୮୫: (୧୧୨): ଅଚ୍ୟୁତ ବିଶ୍ୱାଳ (କଂଗ୍ରେସ)
  • ୧୯୮୦: (୧୧୨): ଧନେଶ୍ଵର କୁମ୍ଭାର (କଂଗ୍ରେସ-ଇ)
  • ୧୯୭୭: (୧୧୨): ଦେବରାଜ ସେଠ (ଜନତା)
  • ୧୯୭୪: (୧୧୨): ଦୌଲତ ବାଘ (ସ୍ଵତନ୍ତ୍ର)
  • ୧୯୭୧: (୧୦୦): ନୀଳାମ୍ବର ରାୟଗୁରୁ (ସ୍ଵତନ୍ତ୍ର)
  • ୧୯୬୭: (୧୦୦): ନୀଳାମ୍ବର ରାୟଗୁରୁ (ସ୍ଵତନ୍ତ୍ର)
  • ୧୯୬୧: (୪୯): ଦୌଲତ ପଣ୍ଡା (ଗଣ ପରିଷଦ)
  • ୧୯୫୭: (୩୪): ଅନନ୍ତରାମ ନନ୍ଦ (ଗଣ ପରିଷଦ) ଓ ଦନଲତ ଗୌଡ଼ (ଗଣ ପରିଷଦ)
  • ୧୯୫୧: (୨୫): ଅନନ୍ତରାମ ନନ୍ଦ (ଗଣ ପରିଷଦ)

ଆଧାର[ସମ୍ପାଦନା]